ତାଜା ଖବର ରାଜ୍ୟ Odisha Cabinet Meeting Today: ଆଜି ବସିବ ୫୦ତମ ରାଜ୍ୟ କ୍ୟାବିନେଟ୍ ବୈଠକ November 9, 2026 Papirani ଆଜି ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ୫୦ତମ ରାଜ୍ୟ କ୍ୟାବିନେଟ୍ ବୈଠକ। ଆଜି ସନ୍ଧ୍ୟା ସାଢ଼େ ୫ଟାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟର ବିଭିନ୍ନ ବିଭାଗର…