ତାଜା ଖବର ରାଜ୍ୟ CHSE Odisha Extends Plus-2 Form Fill-Up Deadline: ବଢ଼ିଲା ଯୁକ୍ତ ୨ ଫର୍ମ ପୂରଣ ତାରିଖ November 11, 2026 Papirani ରାଜ୍ୟର ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବାତ୍ୟା ଓ ବନ୍ୟା ଜନିତ ବିଭିନ୍ନ ଅସୁବିଧା ଏବଂ ବିଦ୍ୟାଳୟଗୁଡ଼ିକରୁ ଆସିଥିବା ଅନୁରୋଧକୁ ବିଚାରକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଯୁକ୍ତ ଦୁଇ…