Tag: fertilizer

Illegal Sale of Fertilizer in Balangir: ଆକ୍ସନ ମୋଡ୍‌ରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ; ୧୧୧ ଡିଲରଙ୍କୁ ଶୋ-କଜ୍ ନୋଟିସ୍

ବଲାଙ୍ଗିର ଜିଲ୍ଲାରେ ଚାଲିଥିବା ସାର କଳାବଜାରୀ ଏବଂ ଅନିୟମିତତା ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସାର ବିକ୍ରି ଓ ଗଚ୍ଛିତ ରଖିବାରେ ଅନିୟମିତତା ପାଇଁ ଜିଲ୍ଲାର ମୋଟ ୧୧୧ ଜଣ ସାର ଡିଲରଙ୍କୁ ଶୋ-କଜ୍ ନୋଟିସ୍…

Fertilizer Crisis in Odisha: ରାଜ୍ୟରେ ଦୂର ହେବ ସାର ସଂକଟ; ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ପାଇଁ ଚିଠି

ରାଜ୍ୟରେ ସାର ସଂକଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଚଳିତ ବର୍ଷ ହ୍ରାସ ପାଇଥିବା ଡିଏପି ଏବଂ ୟୁରିଆ ଯୋଗାଣ ଉପରେ ଚିନ୍ତିତ ହୋଇ ଓଡ଼ିଶା ସରକାର ୟୁରିଆ ଓ ଡିଏପି ବଦଳରେ ବିକଳ୍ପ ସାର ବ୍ୟବହାର…

Paradip IFFCO Plant Shutdown: ଇଫକୋରେ ସାର ଉତ୍ପାଦନ ବାଧାପ୍ରାପ୍ତ; ଚାଷୀଙ୍କୁ ମିଳିବନି ସାର !

ପ୍ରମୁଖ କଞ୍ଚାମାଲର ଘୋର ଅଭାବ ଯୋଗୁଁ IFFCOର ପାରାଦୀପ ପ୍ଲାଣ୍ଟରେ ସାର ଉତ୍ପାଦନ ସାମୟିକ ଭାବେ ବାଧାପ୍ରାପ୍ତ ହୋଇଛି। ହର୍ମୁଜ୍ ପ୍ରଣାଳୀରେ ବାଧା ସୃଷ୍ଟି ହେବାର ପ୍ରଭାବ ଓଡ଼ିଶାରେ ଶିଳ୍ପ କାର୍ଯ୍ୟ ଉପରେ ପଡ଼ିବା ଆରମ୍ଭ କରିଛି । ପ୍ରମୁଖ କଞ୍ଚାମାଲର…

ଓଡ଼ିଶାର ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲା ବିଜେଡି

ଓଡ଼ିଶାର ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ ସୁନିଶ୍ଚିତ କରିବା ଏବଂ ବଣ୍ଟନରେ ବ୍ୟାପକ କଳାବଜାରୀ ଓ ଅବ୍ୟସ୍ଥାକୁ ରୋକିବା ପାଇଁ ଜରୁରୀ ହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲା ବିଜେଡି । ଚିଠି ମାଧ୍ୟମରେ ବିଜେଡି କହିଛି ଚଳିତ ଖରିଫ…

ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ଅଛି: ସମବାୟ ମନ୍ତ୍ରୀ

ସାର ଅଭାବକୁ ନେଇ ରାଜ୍ୟର ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାରା ରାଜ୍ୟରେ ସାର ଅଭାବକୁ ନେଇ ବିକ୍ଷୋଭ ଚାଲିଥିବା ବେଳେ ଆଜି ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ଅଛି ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ…

ରାଜ୍ୟରେ ଅଭାବ ନାହିଁ ସାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରି ସମସ୍ତ ଜିଲ୍ଲାରେ ଥିବା PACS ଏବଂ LAMPCS ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ (ମନିଟରିଂ) କରିବା ପାଇଁ…