ତାଜା ଖବର ରାଜ୍ୟ ରାଜ୍ୟର ୫ ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା: କୃଷ୍ଣଚନ୍ଦ୍ର ପାତ୍ର December 11, 2024 Papirani ଆଜି ବିଧାନସଭା ଗୃହରେ ଉଠିଲା ନକଲି ସୁନା ବିକ୍ରି ପ୍ରସଙ୍ଗ। ରାଜ୍ୟରେ କିଏ ନକଲି ସୁନା ବିକୁଛନ୍ତି ଏବଂ କାହା ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାର ସବିଶେଷ ତଥ୍ୟ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…