Tag: Embezzlement Case

3.03Cr Embezzlement Case in Kendrapada: ୩.୦୩ କୋଟି ଟଙ୍କା ଆତ୍ମସାତ ମାମଲା: ଫେରାର ଡେରାବିଶ ବ୍ଲକ ବରିଷ୍ଠ ରାଜସ୍ୱ ସହାୟକ ଗିରଫ

ଓଡ଼ିଶାରେ ଏକ ବଡ଼ଧରଣର ଦୁର୍ନୀତି ମାମଲାର ପଦାଫୋଟ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ (SRA) ଶଶିକାନ୍ତ ରାଣା ୩ କୋଟିରୁ ଅଧିକ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ହେରଫେର…