Tag: Elections 2024

ପୁରୀ ଜିଲ୍ଲା ସତ୍ୟବାଦୀରେ ରାଜନୈତିକ ହିଂସା

ପୁରୀ ଜିଲ୍ଲା ସତ୍ୟବାଦୀରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ରାଜନୈତିକ ବଚସାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଛି ।ସତ୍ୟବାଦୀ ବ୍ଲକ ପାରକେଣା ଗାଁ ନୂଆଶାସନ ସାହିର ଯୁଧିଷ୍ଠିର ମୁଦୁଲିଙ୍କୁ ସେହି ଗାଁର ଜଣେ ଯୁବକ ଧାରୁଆ ଅସ୍ତ୍ରରେ ହାଣିଛନ୍ତି। ପୋଲିସ ପହଞ୍ଚି ତଦନ୍ତ…

ବିଜେଡି ପ୍ରାର୍ଥୀ ବଦ୍ରି ସମର୍ଥକଙ୍କ ଆକ୍ରମଣରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନଙ୍କ ସମର୍ଥକ ଗୁରୁତର

ଆଉ ଗୋଟିଏ ଦିନ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା କିନ୍ତୁ ଏବେଠୁ ଦେଖାଗଲାଣି ନିର୍ବାଚନୀ ହିଂସା । ଗତକାଲି ଘଷିପୁରାରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଖୁଲମଖୁଲା ଗୁଣ୍ଡାଗର୍ଦ୍ଦି ଅଭିଯୋଗ ହୋଇଛି ।…

ନବୀନ ପଟ୍ଟନାୟକ ବନ୍ଧକ ପରିସ୍ଥିତିରେ: ହିମନ୍ତ ବିଶ୍ୱ ଶର୍ମା

ଆଜି ନିର୍ବାଚନ ପ୍ରଚାରରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପ୍ରଥମେ ମା’ ସମଲେଇଙ୍କ ଦର୍ଶନ ପରେ ବିଜେଡି ଉପରେ ବର୍ଷିଛନ୍ତି ହିମନ୍ତ ବିଶ୍ବଶର୍ମା। ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି କହିଲେ ବିଶ୍ବଶର୍ମା। ଏଠି…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରୁଛି ପ୍ରଚାର । ଆସନ୍ତା ୨୫ ତାରିଖରେ ପଡିବ ଭୋଟ । ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ। ଏଥର କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର…

କଣ୍ଟାମାଳର ଦୁଇଟି ବୁଥରେ ଆଜି ହେଉଛି ସାନି ମତଦାନ

କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ଥିବା ଦୁଇଟି ବୁଥରେ ପୁନଃ ମତଦାନ ଆରମ୍ଭ ହୋଇଛି । କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ଭୋଟ୍ ଦେଉଛନ୍ତି ଭୋଟର । ଏହି ଦୁଇ ବୁଥ ହେଉଛି କଣ୍ଟାମାଳର କିରାସିରା…

ଆଜି ଓଡିଶା ଆସିବେ ଯୋଗୀ ଆଦିତ୍ୟନାଥ, ଜେପି ନଡ୍ଡା ଓ ହିମନ୍ତ ବିଶ୍ବଶର୍ମା

ବିଜେପି ଫୋକସରେ ଓଡ଼ିଶା। ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ ହେଭିୱେଟ କେନ୍ଦ୍ରୀୟ ନେତା। ଭୋଟ ହାତେଇବାକୁ ଝାଳବୁହା କ୍ୟାମ୍ପେନ ଚଳାଇଛି ବିଜେପି ।…

ରାଜଧାନୀରେ ନବୀନଙ୍କ ଆଉ ଏକ ରୋଡ ସୋ’

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜଧାନୀରେ ରୋଡ ସୋ’ କରିଛନ୍ତି । ଭୁବନେଶ୍ଵର ଉତ୍ତର ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ରୋଡ ସୋ’ କରିବା ସହ ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଉତ୍ତର ବିଧାନସଭା ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ପାଇଁ…

ଓଡ଼ିଶାରେ ବିଜେପି ସରକାର ହେବ:ଅରୁଣ ଗୋଭିଲ୍‌

ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ନେତା ତଥା ରାମାୟଣ ଧାରାବାହିକର ରାମ ଅରୁଣ ଗୋଭିଲ୍। ସେ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇ କେନ୍ଦୁଝର ଯାଇଛନ୍ତି ପ୍ରଚାର ପାଇଁ। ଚମ୍ପୁଆ ଓ ତେଲକୋଇରେ ଆୟୋଜିତ ଜନସଭାରେ ଯୋଗଦେବା ସହ କହିଛନ୍ତି। ଓଡ଼ିଶାରେ ଲୋକଙ୍କ…

ସବୁଥିରେ ଓଡ଼ିଶା ପଛରେ, ମିଛ ତଥ୍ୟରେ ବିଜେଡି କହୁଛି ଓଡ଼ିଶା ଏକ ନମ୍ବର: ବିଜେପି

ସାମ୍ବାଦିକ ସମ୍ମିଳନୀ କରି ବିକାଶ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ସେ କହିଛନ୍ତି କହିଲେ ‘ସବୁଥିରେ ଓଡ଼ିଶା ପଛରେ, ମିଛ ତଥ୍ୟରେ ବିଜେଡି କହୁଛି ଓଡିଶା ଏକ ନମ୍ବର। ନବୀନ ପଟ୍ଟନାୟକ ଏକ ନମ୍ବର।…

ନିର୍ବାଚନ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ସହ ଆଜିଠାରୁ ହେବ ଫ୍ଲାଗ ମାର୍ଚ୍ଚ

ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଭୁବନେଶ୍ବରରେ ନିର୍ବାଚନ ପାଇଁ ୨୩ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବାକୁ ଥିବା ବେଳେ ୨୫ରେ ମତଦାନ ହେବ । ତେବେ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ…