Tag: ED raid

ଅର୍ଚ୍ଚନା ନାଗ୍‌ଙ୍କ ବିଳାସପୂର୍ଣ୍ଣ ଘର ସିଲ୍ କଲା ଇଡି

ଅର୍ଚ୍ଚନା ନାଗ ମାମଲା ଏବେ ନୂଆ ମୋଡ଼ ନେଇଛି । ଅର୍ଚ୍ଚନାଙ୍କ ପଳାଶୁଣି ସତ୍ୟବିହାର ଘର ସିଲ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ଅଭିଯୋଗରେ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ…

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭୂପେଶ ବାଘେଲ ଘରେ ଇଡି। ଟଙ୍କା କାରବାର ମାମଲାରେ ଭୂପେଶଙ୍କ ବାସଭବନ ସମେତ ୧୪ଟି ସ୍ଥାନରେ ଇଡି ପକ୍ଷରୁ ସକାଳୁ ସକାଳୁ ଚଢାଉ କରିଥିବା ଜଣାପଡିଛି । ଆଜି ସକାଳୁ ଆର୍ଥିକ…

ଟେକ୍‌ କମ୍ପାନୀରେ ଇଡି ଚଢାଉ ବେଳେ ହେଲା ଚେୟାରମ୍ୟାନ୍‌ଙ୍କ ମୃତ୍ୟୁ

ପ୍ରଯୁକ୍ତିବିଦ୍ୟା ଫାର୍ମ ଭାକ୍ରାଙ୍ଗୀ ଟେକ୍ନୋଲୋଜି ଅଧ୍ୟକ୍ଷ ଦିନେଶ ନନ୍ଦୱାନାଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁମ୍ବାଇ ସ୍ଥିତ ଭାକ୍ରାଙ୍ଗୀ ଟେକ୍ନୋଲୋଜିଜ୍ ଫାର୍ମରେ ଚଢାଉ ଚାଲିଥିବା ବେଳେ ଦିନେଶ ନନ୍ଦୱାନା (୬୨)ଙ୍କ ମୃତ୍ୟୁ ହୋଇଛି। ଇଡି ରେଡ୍‌ ସମୟରେ…

ଇଡି ଜାଲରେ ପ୍ରତିଷ୍ଠିତ ଖଣି ବ୍ୟବସାୟୀ ରତ୍ନାକର ରାଉତ

ରାଜ୍ୟର ପ୍ରତିଷ୍ଠିତ ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି । ବେଆଇନ ଆର୍ଥିକ କାରବାର ନେଇ ରତ୍ନାକର ରାଉତ ଓରଫ ଜୁଲୁଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ୬ଟି ଠିକଣାରେ ଚଢ଼ାଉ ଆରମ୍ଭ ହୋଇଛି…

ଇଡିର ଚଢ଼ାଉ ନେଇ ସ୍ପଷ୍ଟ କଲେ ନିରଞ୍ଜନ ପଟ୍ଟନାୟକ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଇଡି ତାଙ୍କ କାମ କରୁଛନ୍ତି, ମୋତେ କିଛି ପଚାରି ନାହାନ୍ତି। ମୋ ବିଷୟରେ ନୁହେଁ ଭାଇ ଏବଂ ଭାଇଙ୍କ…

ଶିଳ୍ପପତିଙ୍କ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଇଡି

ରାଉରକେଲାର ବିଶିଷ୍ଟ ଶିଳ୍ପପତି ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଇଡିର ଚଢାଉ। ସିଭିଲ ଟାଉନସିପ୍ କର୍ମସିଆଲ ଇଷ୍ଟେଟ ମାର୍କେଟରେ ଚଢାଉ ହୋଇଛି । ଏଥିରେ ସାମିଲ ହୋଇଛନ୍ତି ଇଡିର ୧୫ ଜଣିଆ ଟିମ୍ । ଶିଳ୍ପପତି ଦୀପ୍ତି ରଞ୍ଜନ ହେଉଛନ୍ତି ବରିଷ୍ଠ…

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ଚଢାଉ

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି। ଆଜି ସକାଳୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ଚଢାଉ ଚାଲିଛି। ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ବର ନୟାପଲ୍ଲୀସ୍ଥିତ ବାସଭବନରେ ସହ ଅନ୍ୟ ୩ଟି ସ୍ଥାନରେ ମଧ୍ୟ ଚାଲିଛି…

ଖଣି ଦୁର୍ନୀତି ମାମଲାରେ ଓଡ଼ିଶାର ବିଭିନ୍ନ ଜାଗାରେ ଇଡି ରେଡ୍

ରାଉରକେଲା: ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଉଲିବୁରୁ ଖଣି ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଘରେ ହୋଇଛି ଇଡି ରେଡ୍। ଏହି ପରିପ୍ରେକ୍ଷୀରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ମଧ୍ୟ ED ରେଡ । ଚାଟାର୍ଡ ଆକାଉଣ୍ଟାଣ୍ଟ…

ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ ଘୋଟାଲାରେ ED ରେଡ୍; ବିପୁଳ ଟଙ୍କା ଜବତ, ତଦନ୍ତ ଜାରି

ଓଡ଼ିଶା, ପଞ୍ଜାବ, ଚଣ୍ଡିଗଡ ର ୧୯ଟି ସ୍ଥାନରେ ED ଗୋଲ୍ଡେନ ଲ୍ୟାଣ୍ଡ ଡେ ଭେଲପରସ ଉପରେ ଗତ ୮ ତାରିଖ ରେ ରେଡ କରିଥିଲା। CBI ର FIR ଆଧାରରେ ED ରେଡ କରିଥିଲା। ଏହି କମ୍ପାନୀ ଅନେକ ବେଆଇନ ରିଅଲ…