ତାଜା ଖବର ରାଜ୍ୟ ‘Sujal’ Campaign in Odisha: ରାଜ୍ୟରେ ଶୁଭାରମ୍ଭ ହେଲା “ସୁଜଲ” ଅଭିଯାନ October 2, 2026 Papirani ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ୱାଟକୋ ଦ୍ୱାରା ରାଜ୍ୟବ୍ୟାପୀ ‘ସୁଜଲ’ ଅଭିଯାନ ଆରମ୍ଭ କରାଯାଇଛି । ଭୁବନେଶ୍ୱରଠାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ସୁରକ୍ଷିତ…