Tag: Doordarshan

ଅଚେତା ହେଲେ ଆଙ୍କର!!

କୋଲକାତା: ଏବେ ସାରା ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପୂର୍ବ ଭାରତରେ ଅବସ୍ଥା ଅସମ୍ଭାଳ ହୋଇଛି। ପ୍ରବଳ ଗରମ ଯୋଗୁଁ ଦୂରଦର୍ଶନର ଜଣେ ନ୍ୟୁଜ୍ ଆଙ୍କର ଲାଇଭ କ୍ୟାମେରାରେ ବେହୋସ୍ ହୋଇପଡ଼ିଛନ୍ତି । ଏହି…