Tag: Dharmendra Pradan

Congress Counters Dharmendra Pradhan’s Statement: ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଖଣ୍ଡନ କଲା କଂଗ୍ରେସ

ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ଦଳ ବିରୋଧରେ ଦେଇଥିବା ମନ୍ତବ୍ୟକୁ ଦୃଢ଼ ଭାବେ ଖଣ୍ଡନ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) । ତାଙ୍କ ମନ୍ତବ୍ୟକୁ ବିଭ୍ରାନ୍ତିକର ଓ ଭିତ୍ତିହୀନ ବୋଲି କହି କଂଗ୍ରେସ ପକ୍ଷରୁ ଏହାର ଜବାବ…