ତାଜା ଖବର ରାଜ୍ୟ ଆଚାର୍ଯ୍ୟ ବିହାରରୁ ବାଣୀବିହାର ରାସ୍ତାରେ ଜବରଦଖଲ ଉଚ୍ଛେଦ; ତୀବ୍ର ଉତ୍ତେଜନା January 2, 2025 Papirani ଭୁବନେଶ୍ବରରେ ଜବରଦଖଲ ଉଚ୍ଛେଦ। ପ୍ରବାସୀ ଭାରତୀୟ ଦିବସ ପାଇଁ ସହରକୁ ସୁନ୍ଦର କରାଯାଉଛି। ତେଣୁ ଆଜି ଆଚାର୍ଯ୍ୟ ବିହାରରୁ ବାଣୀ ବିହାର ମଝିରେ ରାସ୍ତା କଡ଼ରେ ଥିବା ଜବରଦଖଲକରି ରହିଥିବା ଫଳ ଦୋକାନ, ଟିକେଟ ବୁକିଂ କେନ୍ଦ୍ର, ବହି ଦୋକାନ, ଚା…