Tag: Delhi PWD minister

Delhi Slap Row: ଦିଲ୍ଲୀରେ ରାସ୍ତା କାମ ନିରୀକ୍ଷଣ ବେଳେ ଯୁବକଙ୍କୁ ମନ୍ତ୍ରୀଙ୍କ ଚାପୁଡ଼ା ଅଭିଯୋଗ: ବିଜେପି ଓ ଆପ୍ ମଧ୍ୟରେ ଘନେଇଲା ରାଜନୀତି

ଦିଲ୍ଲୀର ବିକାଶପୁରୀ ରିଙ୍ଗ ରୋଡ୍‌ରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ଅନୁଧ୍ୟାନକୁ ନେଇ ଏକ ବଡ଼ ରାଜନୈତିକ ବିବାଦ ସାମ୍ନାକୁ ଆସିଛି । ରାସ୍ତା ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ ଚାଲିଥିବା ସମୟରେ ଘଟିଥିବା ଏକ ଅପ୍ରୀତିକର ଘଟଣାକୁ ନେଇ ଆମ୍ ଆଦ୍‌ମୀ…