Tag: Deepali Das

ଲଘୁଚାପ ବର୍ଷାରେ ଜମିରେ ପାଉଁଶ ମାଡ଼ିବାକୁ ନେଇ ବର୍ଷିଛନ୍ତି ଦୀପାଳି ଦାସ

ଲଘୁଚାପ ପ୍ରଭାବରେ ସପ୍ତାହେ ଧରି ଲଗାଣ ବର୍ଷା ପରେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସମୟରେ ଜମିରେ ପାଉଁଶ ମାଡ଼ିବାକୁ ନେଇ ବର୍ଷିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ । ‘NH-୪୯…

ନବ ଦାସଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଚାହୁଁଛୁ କହିଛନ୍ତି ଦୀପାଳି

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସଙ୍କ ପ୍ରତିକ୍ରିୟା । ସବୁଆଡୁ ହତାଶ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ପାଇଁ ଚିଠି ଲେଖିସାରିଛୁ । ସିବିଆଇ ତଦନ୍ତ ନେଇ ଚିଠି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ…

ନବ ଦାସ ହତ୍ୟା ମାମଲାରେ ଦୀପାଳି ଓ ବିଶାଳଙ୍କୁ କ୍ରାଇମ୍‌ବ୍ରାଞ୍ଚର ନୋଟିସ୍‌

ନବ ଦାସ ହତ୍ୟା ମାମଲାରେ ଖୋଲିବ ନୂଆ ଗୁମର । ୨୦୨‌୩ ମସିହାରେ ଘଟିଥିବା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଛି…

ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ; ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଇବେ ଦୀପାଳି

ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଆଜି ୨ ବର୍ଷ ପୁରିଛି । ଏହି କ୍ରମରେ ତାଙ୍କ ଝିଅ ତଥା ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଲିଖିତଭାବେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି । କାହା…

ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଲିଖିତ ଦେବେ ଦୀପାଳି

ଏବେବି ପୂର୍ବତନ ମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଜଣାଶୁଣା ରାଜନେତା ନବ ଦାସଙ୍କ ହତ୍ୟାକାଣ୍ଡ ରହସ୍ୟ ଘେରରେ ଥିବାବେଳେ ବାପାଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁସାରେ ଦେବୁ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି ଝିଅ ଦୀପାଳି ଦାସ ।…

ପ୍ରଶାସନ ବିରୁଦ୍ଧରେ ଦୀପାଳି ଦାସଙ୍କ ଯୁଦ୍ଧଂ ଦେହି ଡାକରା

ବିନା କାରଣରେ ବିନା ସର୍ଚ୍ଚ ୱାରଣ୍ଟରେ ବିନା ଦୋଷରେ ୨୪ ଘଣ୍ଟା ଧରି କିର୍ମିରା ପିଆରଆଇ ସଦସ୍ୟଙ୍କୁ ଅଟକ ରଖି ମାନସିକ ନିର୍ଯାତନା ଦେବା ଅଭିଯୋଗ ଆଣି ପ୍ରେସମିଟ କରି ପୋଲିସ ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା…

ଦୀପାଳିଙ୍କ ଆବେଦନ ଇସିଆଇ (ECI)ରେ ଗୃହୀତ

ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ଇସିଆଇ। ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି। ନିର୍ବାଚନ ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଝାରସୁଗୁଡ଼ାର ୧୩ଟି ପୋଲିଂ ଷ୍ଟେସନର…