Tag: Death Vacancy

Odisha Govt Scraps “Death Vacancy” Rule: ଡେଥ ଭ୍ୟାକାନ୍ସିର ଯୁଗ ଶେଷ: ୫ ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀ ପାଇବେ ଭତ୍ତା: ଅନୀଲ ବିଶ୍ୱାଳ

ଗରିବ, ଅସହାୟ, ବୃଦ୍ଧା-ବୃଦ୍ଧ, ବିଧବା ଏବଂ ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷା ଓ ଆର୍ଥିକ ସଶକ୍ତିକରଣ ଦିଗରେ ଭାରତୀୟ ଜନତା ପାର୍ଟି ସରକାର ଏକ ଯୁଗାନ୍ତକାରୀ ତଥା ଐତିହାସିକ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଯାଉଛି। ପୂର୍ବତନ ବିଜୁ ଜନତା ଦଳ ସରକାରଙ୍କ ସମୟର…