ଖେଳ ତାଜା ଖବର ଦେଶ PM Narendra Modi Meets CWG Medallists: କମନୱେଲଥ୍ ଗେମ୍ସରେ ଭାରତୀୟ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି August 9, 2026 Papirani ଗ୍ଲାସଗୋ ୨୦୨୬ କମନୱେଲଥ ଗେମ୍ସ (CWG)ରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ପଦକ ବିଜେତାମାନଙ୍କୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ୧୩ଟି ସ୍ଵର୍ଣ୍ଣ ସହ ମୋଟ ୩୯ଟି ପଦକ ଜିତି…