ତାଜା ଖବର ରାଜନୀତି ରାଜ୍ୟ ପୁରୀରେ ଆରମ୍ଭ ହେଲା ବିଜେପିର ରାଜ୍ୟ ପଦାଧିକାରୀ ବୈଠକ July 19, 2024 Papi Jena ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ରାଜ୍ୟ ସଂଗଠନ ସା. ସମ୍ପାଦକ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ , ରାଜ୍ୟ ପ୍ରଭାରୀ ବିଜୟ ପାଲସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ…