Tag: Congress

ନିରଞ୍ଜନ ପଟ୍ଟନାୟକଙ୍କ ଅଫିସ ଉପରେ ରେଡ଼

ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍‌। ଫ୍ଲାଇଂ ସ୍କ୍ବାଡ୍‌, ଆଇଟି ଓ ଟାଉନ ପୋଲିସର ମିଳିତ ଭାବେ ରେଡ୍‌ କରିଥିବା ଜଣା ପଡ଼ିଛି। ଭଦ୍ରକ ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନୀ…

ବାଲେଶ୍ୱରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସଚିନ ପାଇଲଟ

ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ ଓଡିଶାରେ ବିଜେପି ଓ ବିଜେଡି ଏକ ହୋଇଛନ୍ତି…

ନିଆଳି କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ପଛରେ ଅଫିସରଙ୍କ ହାତ!

ନିଆଳି କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ। ଜ୍ୟୋତିରଞ୍ଜନଙ୍କ ବଦଳରେ ମା’ ଗୀତାଞ୍ଜଳିଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ଗତ ୧୪ତାରିଖରେ ନାମାଙ୍କନ ଭରିଥିଲେ ଜ୍ୟୋତିରଞ୍ଜନ । ତେବେ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ଖାରଜକୁ ନେଇ ବିଜେଡି ଉପରେ ବର୍ଷିଛି କଂଗ୍ରସ…

ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ଶେଷ ହେଉଛି ପ୍ରଚାର

ଆସନ୍ତା ୨୦ ତାରିଖ ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବା ବେଳେ ଆଜି ଶେଷ ହେଉଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ୱେଟ୍ ନେତା ତଥା ଦଳର ଷ୍ଟାର ପ୍ରଚାରକଙ୍କୁ ଆଣି ୫ ସଂସଦୀୟ କ୍ଷେତ୍ର…

ଓଡ଼ିଶାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ଓଡ଼ିଶା ଗସ୍ତରେ ଆସି ଫୁଲବାଣୀର ଏକ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଏହାସହ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।ଅସୀମ ପ୍ରାକୃତିକ ସମ୍ପଦ, ଜଳ, ଜଙ୍ଗଲ, ଜମି ଓ ଖଣି ଖାଦାନରେ ଭରା ଓଡ଼ିଶା।…

ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ

ଆଜି ଓଡ଼ିଶା ଆସିବେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ । କନ୍ଧମାଳ ଗସ୍ତରେ ଆସି ଆୟୋଜିତ ହୋଇଥିବା କଂଗ୍ରେସ ମହା ସମାବେଶରେ ଯୋଗଦେବେ । ଗୁଦାରୀ ଏୟାରଷ୍ଟ୍ରିପରେ ଆଜି ଅପରାହ୍ନ ୨ଟା ୪୦ ରେ ଫୁଲବାଣୀରେ ପହଞ୍ଚିବା ପରେ ସ୍ଥାନୀୟ…

ବଲାଙ୍ଗିରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି କିନ୍ତୁ ରାଜ୍ୟସରକାରଙ୍କ ବିଷୟରେ ପଦଟିଏ ବି କହିଲେନି

ପ୍ରଚାର ପାଇଁ ବଲାଙ୍ଗିରରେ ପହଁଚିଲେ କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧି। ଝାରସୁଗୁଡ଼ା ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବଲାଙ୍ଗିରରେ ପହଞ୍ଚିଲେ। ବଲାଙ୍ଗୀର ସଭା ମଞ୍ଚରୁ କେନ୍ଦ୍ର ସରକାର ଉପରକୁ ସିଧା ନିଶାନା କଲେ ରାହୁଲ ଗାନ୍ଧୀ । ଓଡ଼ିଶାର ବିଜେଡି ସରକାର…

ପୂର୍ବତନ କଂଗ୍ରେସ ବିଧାୟକ ଡମ୍ବରୁଧର ଉଲାକାଙ୍କ ଦେହାନ୍ତ

ପୂର୍ବତନ କଂଗ୍ରେସ ବିଧାୟକ ଡମ୍ବରୁଧର ଉଲାକାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବାରସୂଚନା । ସେ କଂଗ୍ରେସ ଟିକେଟରେ ରାୟଗଡ଼ା ଜିଲ୍ଲା…

ଆଜି ଓଡ଼ିଶାରେ ଦେଖିବାକୁ ମିଳିବ ତିନି ଦଳର ପାୱାର ସୋ’

ଆଜି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । କଟକରେ ରୋଡ ସୋ କରିବେ ଅମିତ୍ ଶାହା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ଗଞ୍ଜାମ ଜିଲ୍ଲାର ସୋରଡା ଯିବେ । ସେଠାରେ ବିଜୟ ମଧ୍ୟାନ ୧ଟାରେ…

ଝରିଗାଁ କଂଗ୍ରେସ ପ୍ରାର୍ଥୀଙ୍କ ନାଁରେ ଦଳୀୟ ପାଣ୍ଠି ଲୁଟ ଅଭିଯୋଗ

ଝରିଗାଁ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀନୀ ହାରାବତି ଗଣ୍ଡଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି। ହାରାବତି ଦଳୀୟ ପାଣ୍ଠିକୁ ଧରି କେଉଁ ଆଡେ ନିଖୋଜ ହୋଇ ଯାଇଛନ୍ତି ବୋଲି ନିଜ ନିର୍ବାଚନ ମଣ୍ଡଳୀରେ ପୋଷ୍ଟର ଲାଗିଛି। ଯଦି କୌଣସି ବ୍ୟକ୍ତି ତାଙ୍କର…