Tag: CBSE

CBSE Exam: ଫେବ୍ରୁଆରୀ ୧୭ରୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପରୀକ୍ଷା ତାରିଖ ପ୍ରକାଶ ପାଇଛି।ଫେବ୍ରୁଆରୀ ୧୭ରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା । ଏ ନେଇ CBSE ପକ୍ଷରୁ ପ୍ରକାଶ ପାଇଲା…

ଆସନ୍ତାବର୍ଷଠୁ ଓପନ୍ ବୁକ୍ ଏକଜାମ୍; ବହି ଦେଖି ପରୀକ୍ଷା ଦେବେ ନବମ ଶ୍ରେଣୀ ଛାତ୍ରଛାତ୍ରୀ

ଆସନ୍ତାବର୍ଷଠୁ ଓପନ୍ ବୁକ୍ ଏକ୍ସଜାମ୍ ବା ଖୋଲା ବହି ପରୀକ୍ଷା ବ୍ୟବସ୍ଥା ଲାଗୁ କରିବ ସିବିଏସ୍ଇ । ଏଣିକି ବହି ଖାତା ଦେଖି ପରୀକ୍ଷା ଦେବେ ପିଲା । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିବାକୁ…

ସିବିଏସଇର ବଡ଼ ନିଷ୍ପତ୍ତି; ସ୍କୁଲରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ

ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସବସେ) । ବୋର୍ଡ ପକ୍ଷରୁ ତା’ର ନିୟମରେ କିଛି ସଂଶୋଧନ କରି ସ୍କୁଲଗୁଡ଼ିକରେ ରିୟଲ ଟାଇମ, ଅଡିଓ ଏବଂ ଭିଡିଓ ରେକର୍ଡିଂ ସହିତ କ୍ୟାମେରା…

୨୦୨୬ରୁ ବର୍ଷକୁ ଦୁଇଥର ହେବ CBSE ଦଶମ ପରୀକ୍ଷା

ଏବେ ଛାତ୍ରଛାତ୍ରୀମାନେ ବର୍ଷକୁ ଦେବେ ଦୁଇଥର ଦଶମ ପରୀକ୍ଷା । ୨୦୨୬ରୁ ବର୍ଷକୁ ଦୁଇଥର ହେବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ପରୀକ୍ଷା । ଏଥିରେ ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ ଓ ଦ୍ବିତୀୟ ପରୀକ୍ଷା ଇଚ୍ଛାଧୀନ ରହିବ । ଯେଉଁ…

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ବାଦଶ ରେଜଲ୍ଟ । ଦ୍ବାଦଶରେ ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ । ଭୁବନେଶ୍ବରରେ ପାସ୍‌ହାର ରହିଛି ୮୩.୬୪ ପ୍ରତିଶତ । ୧୭ ଲକ୍ଷ ୮୮ ହଜାର ଦେଇଥିଲେ ଦ୍ବାଦଶ…

ଦ୍ୱାଦଶ ହିନ୍ଦୀ ପରୀକ୍ଷା ନେଇ ସିବିଏସ୍ଇ ର ସ୍ପଷ୍ଟୀକରଣ

ଦ୍ୱାଦଶ ହିନ୍ଦୀ ପରୀକ୍ଷା ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ର ସ୍ପଷ୍ଟୀକରଣ । କିଛି ସ୍ଥାନରେ ମାର୍ଚ୍ଚ ୧୪ ଓ ଆଉ କିଛି ସ୍ଥାନରେ ମାର୍ଚ୍ଚ ୧୫ରେ ହୋଲି ପର୍ବ ପାଳନ ହେଉଛି । ତେଣୁ ମାର୍ଚ୍ଚ ୧୫…

ସ୍ପଷ୍ଟୀକରଣ ରଖିଲା ସିବିଏସ୍‌ଇ; ପରୀକ୍ଷାରେ ଓଡ଼ିଆ ସମେତ ରହିବ ଅନ୍ୟାନ୍ୟ ଆଞ୍ଚଳିକ ଭାଷା

ଦଶମରେ ପ୍ରତି ବର୍ଷ ୨ଟି ବୋର୍ଡ ପରୀକ୍ଷା ନେଇ ଆଜି ସ୍ପଷ୍ଟୀକରଣ ଦେଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE )। ୨୫ ତାରିଖ ୱେବସାଇଟ ତଥ୍ୟ ନେଇ ସାନି ସ୍ପଷ୍ଟୀକରଣ । ୨୫ ତାରିଖରେ ଚିଠା ଯୋଜନାରେ ବାଦ ପଡ଼ିଥିଲା ଓଡ଼ିଆ…

ବର୍ଷକୁ ଦୁଇଥର ହେବ ଦଶମ ବୋର୍ଡ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ନୂଆ ନିୟମ। ଏଣିକି ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ ଦଶମ ବୋର୍ଡ ପରୀକ୍ଷା। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି । ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ । ଚଳିତବର୍ଷ ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଝିଅଙ୍କ ପାସହାର ୯୧.୫୨ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୫.୧୨ ରହିଛି ।…