Tag: businessman

Missing Boudh Businessman body in Forest: ସମ୍ବଲପୁର ଜଙ୍ଗଲରୁ ଉଦ୍ଧାର ହେଲା ବୌଦ୍ଧରୁ ନିଖୋଜ ଥିବା କପଡ଼ା ବ୍ୟବସାୟୀଙ୍କ ମୃତଦେହ 

ଦୀର୍ଘ ୫ ଦିନ ଧରି ନିଖୋଜ ଥିବା ବୌଦ୍ଧ ସହରର କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳର କଦଳୀଗଡ଼ ପଞ୍ଚାୟତ ଅନ୍ତର୍ଗତ ତନ୍ତଗାଡ଼ ଗାଁ ଜଙ୍ଗଲରୁ ତାଙ୍କର ମୃତଦେହ ମିଳିଛି। ସୂଚନା ଅନୁଯାୟୀ;…