Tag: Buliding fire

Fire in kataka Building: କଟକରେ ଭୟାବହ ଅଗ୍ନିକାଣ୍ଡ: ତିନି ମହଲା କୋଠାରୁ ଉଦ୍ଧାର ବେଳେ ନାବାଳକ ମୃତ, ଜଣେ ବୃଦ୍ଧ ଗୁରୁତର

କଟକ ସହରର ହାତିପୋଖରୀ ଅଞ୍ଚଳରେ ଏକ ଅଘଟଣ ଘଟିଯାଇଛି। ସେଠାରେ ଥିବା ଏକ ତିନି ମହଲା କୋଠାରେ ହଠାତ୍ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଜଣେ ୬ ବର୍ଷର ନାବାଳକଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ବୃଦ୍ଧ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ…