ରାଜନୀତି ରାଜ୍ୟ ଓଡ଼ିଶାରେ ସରକାରୀ ବାବୁଙ୍କ ରାଜୁତି ନେଇ ବର୍ଷିଲେ ନଡ୍ଡା May 16, 2024 Nirvay ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବିଶାଳ ରୋଡ଼ ସୋ କରିଛନ୍ତି। ପୁରୁଣା ଭୁବନେଶ୍ବର ମାଉସୀ ମା ଛକରୁ ବଢେଇବାଙ୍କ ଛକ ଯାଏଁ ରୋଡ଼ ସୋ କରି ପାୱାର କରିବା ସହ ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସାମିଲକୁ ନେଇ ବର୍ଷିଲେ…
ଦେଶ ରାଜନୀତି ରାଜ୍ୟ ପ୍ରଚାର ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ May 15, 2024 Nirvay ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ୧୬ ଏବଂ ୧୭ ତାରିଖରେ ସେ ଓଡ଼ିଶାରେ ମାରାଥନ ପ୍ରଚାର କରିବେ। ୨ ଦିନରେ ମୋଟ ୯ଟି ସ୍ଥାନରେ ସଭା କରିବେ ଆସାମ ମୁଖ୍ୟମନ୍ତ୍ରୀ ବୋଲି ଜଣା ପଡିଛି। ୧୬…
ରାଜନୀତି ରାଜ୍ୟ ବିକଶିତ ଭାରତ ସହ ବିକଶିତ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଜରୁରୀ :ଓମ ବିର୍ଲା May 15, 2024 Nirvay ରାଜ୍ୟରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଇବାରେ ଲାଗୁଛି । ଓଡିଶାକୁ କେନ୍ଦ୍ର ନେତୃତ୍ୱଙ୍କ ଗସ୍ତ ଓ ପ୍ରଚାର ବିଜେପି ପ୍ରାର୍ଥୀ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରୁଛି । ଏଥିରେ ପଛେଇ ନାହିଁ ସମ୍ବଲପୁର ର ନିର୍ବାଚନୀ ମାହୋଲ । ଆସନ୍ତା ୨୫ ରେ…
ରାଜନୀତି ରାଜ୍ୟ ବିଜେପି ଛାଡିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା May 15, 2024 Nirvay ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା। ସେ ଆଜି ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଜଣା ପଡ଼ିଛି। ବ୍ରଜରାଜନଗର ପୂର୍ବତନ…
ରାଜନୀତି ରାଜ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ଦେଖି ଡରିଲାଣି ବିଜେଡି! May 14, 2024 Nirvay ନିର୍ବାଚନ ହାରିବା ଭୟରେ ବିଜେଡି ପ୍ରତ୍ୟେକ ଦିନ ମିଛ ପ୍ରଚାର କରିବାରେ ଲାଗିଛି । ମିଥ୍ୟା ପ୍ରଚାରର ସାହାରା ନେଉଥିବା ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଶ୍ନ ଉଠାଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ଘଟଣା…
ରାଜନୀତି ରାଜ୍ୟ ପ୍ରଦୀପଙ୍କୁ ମାଡ଼ ମାରି ଜେଲ ଗଲେ ଶିବଶଙ୍କର May 14, 2024 Nirvay ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଗୋଷାଣୀନୂଆଗାଁ ଅଞ୍ଚଳରେ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶଙ୍କୁ କୋର୍ଟ ଚାଲାଣ କଲା ଗୋଷାଣୀନୂଆଗାଁ ଥାନା ପୁଲିସ। ଜାମିନ ନାମଞ୍ଜୁର ହେବାରୁ ଜେଲକୁ…
ରାଜନୀତି ରାଜ୍ୟ ଓଡ଼ିଶାରେ ୧୭ ଲୋକସଭା ଆସନ ହାତେଇବ ବିଜେପି: ଅମିତ ଶାହା May 13, 2024 Nirvay ଓଡ଼ିଶା ଦଖଲ ନେଇ ପୁଣି ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହା । ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ୧୭ଟି ଲୋକସଭା ଆସନ ଜିତିବ ଓ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ…
ରାଜନୀତି ରାଜ୍ୟ ବିଜେପିର ପ୍ରଶ୍ନରେ ଘାଇଲା ବିଜେଡି May 13, 2024 Nirvay ବିଜେଡିକୁ ବିଜେପିର ପଞ୍ଚମୁଖୀ ଆକ୍ରମଣ। ବିଜେପି ପକ୍ଷରୁ ଭୁବନେଶ୍ବରର ଏକ ହୋଟେଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମନମୋହନ ସାମଲ ଏକା ସଙ୍ଗେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।…
ରାଜନୀତି ରାଜ୍ୟ ମେ ୨୦ରେ ପୁରୀରେ ମୋଦିଙ୍କ ରୋଡ ଶୋ May 12, 2024 Nirvay ପୁଣି ମେ ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର କରିବାକୁ ଆସିବେ ମୋଦି। ପୁରୀରେ ବିଶାଳ ରୋଡ୍ ଶୋ କରିବା ସହ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା…
ଦେଶ ରାଜନୀତି ରାଜ୍ୟ ନବୀନଙ୍କ ଉପରେ ଆକ୍ରମଣ: ଶାହ ଆସିବେ କଣ୍ଟାବାଞ୍ଜି, ନଡ୍ଡା ଆସିବେ ହିଞ୍ଜିଳି May 12, 2024 Nirvay ଓଡ଼ିଶାରେ ବିଜେପି ସରକାର ଗଢ଼ିବା ପାଇଁ ଜୋରଦାର ପ୍ରଚାରରେ ଲାଗିଛନ୍ତି ଦଳୀୟ ନେତା। ରାଜ୍ୟ ନେତା ତଥା ବିଜେପି ପ୍ରାର୍ଥୀମାନେ ଦୁଆର ଦୁଆର ଯାଇ ଜନମତ ଲଢ଼ୁଥିବା ବେଳେ କେନ୍ଦ୍ରୀୟ ନେତା ଆସି ମଧ୍ୟ ପ୍ରଚାର କରୁଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟ…