Tag: BJD

ଆଠଗଡ଼ ବ୍ଲକ୍‌ ସମ୍ମୁଖରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ

ଆଠଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା । ଆଜି ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ଼ ଦେଖିବାକୁ ମିଳିଛି। ଉତ୍ତେଜନା ରୋକିବାକୁ ପୋଲିସ ପକ୍ଷରୁ ଲାଠିଚାର୍ଜ । ଘଟଣା…

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ

ଚିକିତ୍ସା ପାଇଁ ଆଜି ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ । ସର୍ଭାଇକାଲ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ ଚିକିତ୍ସା । ୨୨ତାରିଖରେ ହସପିଟାଲରେ…

ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ବ ତୁଲାଇବେ ଦେବୀ ମିଶ୍ର

ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ବ ତୁଲାଇବେ ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର। ସର୍ଭିକାଲ୍ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଚିକିତ୍ସା ପାଇଁ ଯିବେ ମୁମ୍ବାଇ। ଏହି ସମୟରେ ଦଳର ଦାୟିତ୍ବ ଦଳର ବରିଷ୍ଠ…

କେନ୍ଦୁଝରରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ଗାଁରେ ଜଣେ ୧୭ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଭୟଙ୍କର ଗଣଦୁଷ୍କର୍ମ ଓ ନିର୍ମମ ହତ୍ୟା ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ…

ପୁରୀରେ ବିଜେଡିର ବିଶାଳ ଯୁବ ଛାତ୍ର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ

ପୁରୀ ଠାରେ ଆୟୋଜିତ ଏକ ବିଶାଳ ଯୁବ ଛାତ୍ର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ବିଜୁ ଜନତା ଦଳର ଯୁବ ଛାତ୍ର ନେତୃମଣ୍ଡଳୀ ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ନେଇ ବର୍ଷିଛନ୍ତି । ସରକାରଙ୍କ ଲମ୍ୱା ବିଫଳତା…

ମହିଳା ଅତ୍ୟାଚାର ବିରୋଧରେ ଯାଜପୁର ଠାରେ ବିଜେଡିର ବିଶାଳ ମହିଳା ଜନ ସମାବେଶ

ରାଜ୍ୟରେ ଗତ ଏକ ବର୍ଷରେ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ସରକାରଙ୍କ ବିଫଳତାକୁ ନେଇ ଯାଜପୁର ଠାରେ ଏକ ବିଶାଳ ମହିଳା ଜନ ଜାଗରଣ ଅଭିଯାନରେ ଆଜି ବିଜୁ ଜନତା ଦଳ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ବିଜେପି…

ରାଇଘର ଚାଷୀଙ୍କ ଧାନ ବିକ୍ରି ବକେୟା ଟଙ୍କା ନମିଳିବା ଘଟଣା; ୧୨ ଘଣ୍ଟା ବନ୍ଦ ଓ କଳା ଦିବସ ଡାକରାକୁ ବିଜେଡିର ସମର୍ଥନ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ୩୪୪ ଜଣ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ଚାରି ମାସ ପରେ ମଧ୍ୟ ମିଳି ନଥିବାରୁ, ଚାଷୀ ସମାଜ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ଚାଷୀମାନଙ୍କୁ ତୁରନ୍ତ ତାଙ୍କ ପ୍ରାପ୍ୟ ପ୍ରଦାନ ଦାବୀରେ…

କେବଳ ଲମ୍ବା ଭାଷଣ, ବଡ ବଡ Advertisement ରେ ବିକାଶ ଆସେ ନାହିଁ: ନବୀନ ପଟ୍ଟନାୟକ

ବିଜେଡିର ରାଜ୍ୟ କର୍ମକର୍ତ୍ତା ବୈଠକକୁ ପରେ ଜନଜାଗରଣ ଅଭିଯାନକୁ ଶଙ୍ଖଭବନରେ ସମ୍ବୋଧିତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ Mandate ରେ ଆମେ ଆଜି…

ରାଜ୍ୟର ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ, ଡବଲ ଇଂଜିନ ଏବେ ଡବଲ ବିନାଶ: ବିଜେଡି

ରାଜ୍ୟରେ ସାସ୍ଥ୍ୟ ସେବା ଉଦ‌ବେଗ୍‌ଜନକ ସ୍ଥିତିରେ ଥିବା ବେଳେ ଆମ୍ବୁଲାନ୍ସ ସେବାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଦୁଃଖ ଓ ପରିତାପର ବିଷୟ ଯେ, ଆମ୍ବୁଲାନ୍ସ ଭଳି ଏକ ଜରୁରୀ କାଳୀନ ସେବା…

ବିବାହ ବନ୍ଧନରେ ବାନ୍ଧି ହେଲେ ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର ଓ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା । ଜାତୀୟ ଗଣମାଧ୍ୟମ ଦ ଟେଲିଗ୍ରାଫରେ ଏନେଇ ଖବର ପ୍ରକାଶ ପାଇଛି । ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ବନ୍ଧୁତା…