ତାଜା ଖବର ରାଜନୀତି ରାଜ୍ୟ Nayagarh Block President Kishor Sahu Resigned: ବିଜେଡିରୁ ଇସ୍ତଫା ଦେଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ May 12, 2026 Papirani ନୟାଗଡ ବିଜେଡିରୁ ଇସ୍ତଫା ଦେଲେ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ। ବିଜେଡିରୁ ଇସ୍ତଫା ଦେଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ । ବ୍ୟକ୍ତିଗତ କାରଣରୁ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ସେ ନିଜ ଇସ୍ତଫାପତ୍ର ଦଳର…
ତାଜା ଖବର ରାଜନୀତି ରାଜ୍ୟ Arabind Jena Suspended: ବିଜେଡିରୁ ସସ୍ପେଣ୍ଡ୍ ହେଲେ କର୍ପୋରେଟର ଅରବିନ୍ଦ ଜେନା May 11, 2026 Papirani ବିଜେଡିରୁ ସସ୍ପେଣ୍ଡ୍ ହେଲେ CMC କର୍ପୋରେଟର ଅରବିନ୍ଦ ଜେନା । ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ କଟକ ଜିଲ୍ଲା କଟକର କର୍ପୋରେଟର ଅରବିନ୍ଦ ଜେନାଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ପ୍ରେସ୍ ରିଲିଜ୍…
ତାଜା ଖବର ରାଜନୀତି ରାଜ୍ୟ BJD Women’s Rights Campaign: ନାରୀ ନିର୍ଯାତନାକୁ ରୋକିବାରେ ଅସମର୍ଥ ରାଜ୍ୟ ସରକାର: ବିଜେଡି May 10, 2026 Papirani ମାତୃ ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ଶଙ୍ଖ ଭବନଠାରେ ବିଜେଡି ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରେ ନାରୀ ସୁରକ୍ଷା ଅଧିକାରର ଉଲ୍ଲଂଘନ, ନାରୀ…
ତାଜା ଖବର ରାଜନୀତି ରାଜ୍ୟ BJD Announces State Office Bearers: ୮୯ ଜଣ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କଲା ବିଜେଡି May 5, 2026 Papirani ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କଲା ବିଜେଡି । ଯେଉଁଥିରେ ୮୯ ନେତାଙ୍କୁ ଉପସଭାପତି, ସା.ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ ଦାୟିତ୍ବ ଦିଆଯାଇଛି । ବାଲେଶ୍ବରର ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ଉପସଭାପତି ଦାୟିତ୍ବ ଦେଇଥିବା ବେଳେ ରଘୁନନ୍ଦନ ଦାସ, ଜୀବନ…
ରାଜନୀତି ରାଜ୍ୟ BJD announces new State Office Bearers May 5, 2026 Nirvay The Biju Janata Dal on Monday announced its list of state-level office bearers, assigning responsibilities to 89 leaders as Vice Presidents, Senior General Secretaries, Secretaries, and Joint Secretaries. Senior leader…
ତାଜା ଖବର ରାଜନୀତି ରାଜ୍ୟ No Alliance Between BJD And Congress: ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବ ବିଜେଡି: ପ୍ରସନ୍ନ ଆଚାର୍ଯ୍ୟ April 28, 2026 Papirani ଦିନକୁ ଦିନ ବଢ଼ୁଥିବା ରାଜନୈତିକ କଳ୍ପନାଜଳ୍ପନା ମଧ୍ୟରେ ମେଣ୍ଟକୁ ନେଇ ଆସିଛି ବଡ଼ ଖବର। କଂଗ୍ରେସ ଏବଂ ବିଜୁ ଜନତା ଦଳ ଉଭୟ ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସେମାନଙ୍କ ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ। ଉଭୟ…
ତାଜା ଖବର ରାଜନୀତି ରାଜ୍ୟ Rajya Sabha Cross Voting: ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି April 27, 2026 Papirani ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଆଜି ବିଜୁ ଜନତା ଦଳର ବିଧାୟକ ଦଳ ବାଚସ୍ପତିଙ୍କୁ ଭେଟିଛନ୍ତି । ରାଜ୍ୟସଭାରେ କ୍ରସ୍ ଭୋଟିଂ ପରେ ଦଳରୁ ନିଲମ୍ବିତ ୮ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ବିଜେଡି ଦଳ ବାଚସ୍ପତିଙ୍କୁ…
ତାଜା ଖବର ରାଜନୀତି ରାଜ୍ୟ Women Reservation Bill: ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପି ନାଟକ କରୁଛି: ବିଜେଡି April 26, 2026 Papirani ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ରାଜ୍ୟସଭା ସାଂସଦ ସୁଲତା ଦେଓ ଏବଂ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର ବିଜେପି ଉପରେ ବର୍ଷିଛନ୍ତି । ୨୦୨୩ ମସିହାରେ ନାରୀ…
ତାଜା ଖବର ରାଜନୀତି ରାଜ୍ୟ Woman Accuses Khandapada SDPO: ଖଣ୍ଡପଡା ଏସଡିପିଓଙ୍କ ନାଁରେ ଯୌନଶୋଷଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି April 19, 2026 Papirani ପୁଣି ବିବାଦରେ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ।ନ୍ୟାୟ ପାଇଁ ଥାନାକୁ ଯାଇଥିବା ଜନୈକ ମହିଳା ଖଣ୍ଡପଡା ଏସଡିପିଓଙ୍କ ଦ୍ୱାରା ନିର୍ଯାତନାର ଶୀକାର ହୋଇଛନ୍ତି । ଏ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପ୍ରମାଣ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦେଇସାରିଥିଲେ ମଧ୍ୟ ଏଯାଏଁ ପୀଡିତାଙ୍କୁ…
ରାଜନୀତି ରାଜ୍ୟ IRS officers ill-Treated at Lok Bhavan: ଲୋକ ଭବନରେ ୨ ଆଇଆରଏସ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କଲା ବିଜେଡି April 18, 2026 Nirvay ବିଜେପି ସରକାର କ୍ଷମତାସୀନ ହେବା ପରେ ରାଜଭବନରେ ଜଣେ ଓଡ଼ିଆ ଏଏସଓ ଅଧିକାରୀଙ୍କୁ ମାଡ଼ମାରି ଜୋତା ଚାଟିବାକୁ ବାଧ୍ୟ କରାଯାଇଥିବା ଘଟଣା ଜନମାନସରେ ଏବେବି ସତେଜ ଥିଲାବେଳେ ନାମ ପରିବର୍ତ୍ତନ ହୋଇ ବର୍ତ୍ତମାନର ଲୋକ ଭବନ ପରିସରରେ ଜଣେ ଓଡ଼ିଆଙ୍କ ସମେତ…