Tag: Bhubaneswar’s DCP

Bhubaneswar Gets New DCP: ଦାୟିତ୍ୱ ଗ୍ରହଣ କଲେ ନୂଆ ଭୁବନେଶ୍ୱର ଡିସିପି ଶର୍ବଣା ବିବେକ

ଭୁବନେଶ୍ୱରର ନୂତନ ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଭାବେ ୨୦୧୫ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ଶର୍ବଣା ବିବେକ ଏମ୍. ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଭାର ଗ୍ରହଣ କରିବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି…