Tag: Bengaluru

ବେଙ୍ଗାଲୁରୁରେ ଆରସିବିର ବିଜୟ ଉତ୍ସବ ବେଳେ ଦଳାଚକଟା; ୧୧ ମୃତ, ୫୦ ଆହତ

ବେଙ୍ଗାଲୁରୁରେ ବିଜୟ ଉତ୍ସବ ସମୟରେ ଅଘଟଣ। ଆରସିବି ଆଇପିଏଲ ୨୦୨୫ ଟ୍ରଫି ଜିତିବା ପରେ ଟିମକୁ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଛି । କିନ୍ତୁ ଏହାରି ମଧ୍ୟରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇ ୭ ଜଣଙ୍କ…

ବେଙ୍ଗାଲୁରୁ ଅଗ୍ନିକାଣ୍ଡରେ ୫ ଓଡ଼ିଆ ଶ୍ରମିକ ଗୁରୁତର

ବେଙ୍ଗାଲୁରୁ ଅଗ୍ନିକାଣ୍ଡରେ ୫ ଓଡ଼ିଆ ଶ୍ରମିକ ଗୁରୁତର । ରୋଷେଇ ବେଳେ ଗ୍ୟାସ ଷ୍ଟୋଭ ଫାଟି ଅଗ୍ନିକାଣ୍ଡ । ନିଆଁ ଲାଗି ଗୁରୁତର ହେଲେ ୫ ଜଣ ଦାଦନ ଶ୍ରମିକ । ଗୁରୁତର ଗଞ୍ଜାମ କେ. ନୂଆଗାଁ ଥାନା ଜେନାପୁର ଗାଁର…

ବେଙ୍ଗାଲୁରୁରେ ଭାରତର ପ୍ରଥମ HMPV ଆକ୍ରାନ୍ତ ଚିହ୍ନଟ

ଚୀନ୍‌ରେ ହ୍ୟୁମାନ ମେଟା ପ୍ୟୁମୋ ଭାଇରସ୍ (ଏଚ୍ଏମ୍‌ପିଭି) ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହି ସମୟରେ ଭାରତରେ ପହଞ୍ଚିଲା ଚୀନର ଏଚଏମପିଭି ଭୂତାଣୁ । ବେଙ୍ଗାଲୁରୁରେ ଏହାର ପ୍ରଥମ ମାମଲା ଏବେ ସାମ୍ନାକୁ ଆସିଛି । ବେଙ୍ଗାଲୁରୁର ଏକ ହସପିଟାଲରେ ୮…

ଇଞ୍ଜିନିଅର ଅତୁଲ ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ପତ୍ନୀ ନିକିତା

ଇଞ୍ଜିନିଅର ଆତ୍ମହତ୍ୟା ମାମଲାରେ ଅତୁଲଙ୍କ ପତ୍ନୀଙ୍କୁ ଗିରଫ କରିଛି ପୋଲିସ । ଅତୁଲଙ୍କ ପତ୍ନୀ ନିକିତାଙ୍କ ସମେତ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ଗୁରୁଗ୍ରାମରୁ ଗିରଫ କରିଛି ବେଙ୍ଗଲୁରୁ ପୋଲିସ୍ । ଗତ କିଛିଦିନ ତଳେ…

ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡ: ଅଭିଯୁକ୍ତ ମୁକ୍ତିକାନ୍ତର ଓଡ଼ିଶାରେ ଆତ୍ମହତ୍ୟା

ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା ଘଟଣାରେ ଓଡିଶା ଲିଙ୍କ ଥିବା ଜଣାପଡିଛି। ବେଙ୍ଗାଲୁରୁ ଭୟାଲିକାବାଲ ଅଞ୍ଚଳରେ ଜଣେ ୨୯ ବର୍ଷୀୟା ମହିଳାଙ୍କ ମୃତଦେହକୁ ୨୦ରୁ ଅଧିକ ଖଣ୍ଡ କରି ତାଙ୍କ ଘରେ ଫ୍ରିଜରେ ରଖାଯାଇଥିଲା। ଏହି ଘଟଣାର ତଦନ୍ତ କରୁଥିବା ବେଙ୍ଗାଲୁରୁ ପୁଲିସ…