ତାଜା ଖବର ରାଜ୍ୟ Odisha Govt Terminates Baliapal Sub-Registrar: ଲାଞ୍ଚ ନେବା ଅଭିଯୋଗ: ଚାକିରିରୁ ବରଖାସ୍ତ ହେଲେ ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନିଷା ମିଶ୍ର November 10, 2026 Papirani ଜମି ପଞ୍ଜୀକରଣ ଏବଂ ବିକ୍ରୟନାମା ପ୍ରଦାନ ବଦଳରେ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ବାଲେଶ୍ବର ଜିଲ୍ଲା ବାଲିଆପାଳର ସବ୍-ରେଜିଷ୍ଟ୍ରାର ମନିଷା ମିଶ୍ରଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି…