ତାଜା ଖବର ରାଜ୍ୟ Driver Found Hanging Inside Auto in Kataka: କଟକରେ ଅଟୋ ଭିତରୁ ଝୁଲନ୍ତା ଅବସ୍ଥାରେ ଚାଳକଙ୍କ ମୃତଦେହ ଉଦ୍ଧାର; ପରିବାର ଆଣିଲେ ହତ୍ୟା ଅଭିଯୋଗ November 9, 2026 Papirani କଟକ ଜିଲ୍ଲା ଫୁଲନଖରା-ନିଆଳି ରାସ୍ତାରେ ଏକ ରହସ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ସକାଳେ କୁରଙ୍ଗ ଉର୍ଦ୍ଦୁ ସ୍କୁଲ ନିକଟରେ ନିଜ ଅଟୋ-ରିକ୍ସା ଭିତରୁ ଜଣେ ଯୁବ ଅଟୋ ଚାଳକଙ୍କ ମୃତଦେହ ସନ୍ଦେହଜନକ ଭାବେ ଝୁଲୁଥିବା ଦେଖିବାକୁ ମିଳିଛି। ଏହି ଅଭାବନୀୟ…