ତାଜା ଖବର ରାଜନୀତି Vijay Appoints his Astrologer as OSD: ଜ୍ୟୋତିଷ ରିକି ରାଧାନ ପଣ୍ଡିତ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD May 12, 2026 Papirani ଜ୍ୟୋତିଷ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD । ଜ୍ୟୋତିଷ ରିକି ରାଧାନ ପଣ୍ଡିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସଡି) ଭାବରେ ଆନୁଷ୍ଠାନିକ ଭାବରେ ନିଯୁକ୍ତି ଦେଲେ ବିଜୟ । ବିଜୟ ମୁଖ୍ୟମନ୍ତ୍ରୀ ହେବା ନେଇ ବର୍ଷେ ପୂର୍ବେ କରିଥିଲେ…