ଶଙ୍ଖ ଦଳରେ ସ୍ଥାନ ନାହିଁ ହିରୋଙ୍କର; ବବିଙ୍କ ଭିଣୋଇ ଅରିନ୍ଦମ ବିଜଦ ଛାଡ଼ି ଭାଜପାରେ
ନିର୍ଭୟ ମିଡିଆ: ମନୋଜ କୁମାରଙ୍କ ଫିଲ୍ମରେ ଯେମିତି ଅନ୍ୟ କୌଣସି ନାୟକଙ୍କର ଆବଶ୍ୟକତା ନଥାଏ, ଏବେ ସେମିତି ବିଜୁ ଜନତା ଦଳରେ ଆଉ ତାରକାମାନଙ୍କର ଆବଶ୍ୟକତା ନାହିଁ । କାଟ୍ତି ନାହିଁ । ଭୋଟରମାନଙ୍କୁ ଲୋଭେଇବା ପାଇଁ ସେମାନଙ୍କ ପ୍ରଚାର ଆଉ…