Tag: Apex UCF Meet

Apex UCF Meet: ପ୍ରଥମ ଜାତୀୟ ଆପେକ୍ସ କମିଟି ବୈଠକ: ଓଡ଼ିଶା ପକ୍ଷରୁ ୫,୦୦୦ କୋଟି ଟଙ୍କାର ମହତ୍ତ୍ୱାକାଂକ୍ଷୀ ସହରୀ ରୋଡମ୍ୟାପ୍ ଉପସ୍ଥାପନ

ରୂପାନ୍ତରଣକାରୀ ସହରୀ ପ୍ରଶାସନ କ୍ଷେତ୍ରରେ ନିଜର ଜାତୀୟ ନେତୃତ୍ୱକୁ ଅଧିକ ସୁଦୃଢ଼ କରି ଓଡ଼ିଶା ସରକାର ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’ର ପ୍ରଥମ ଜାତୀୟ ଆପେକ୍ସ କମିଟି ବୈଠକରେ ଏକ ମହତ୍ତ୍ୱାକାଂକ୍ଷୀ “ପରବର୍ତ୍ତୀ ପିଢ଼ିର ସହରୀ ବିକାଶ ରୋଡମ୍ୟାପ୍”…