ତାଜା ଖବର ଦେଶ Anti-Paper Leak Bill: ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସଂସଦରେ ଆଗତ ହେଲା ବିଲ୍ July 27, 2026 Papirani ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସଂସଦରେ ଆଗତ ହେଲା ବିଲ୍ । ଶିକ୍ଷା କ୍ଷେତ୍ରରେ ନୂତନ ସଂସ୍କାର ଆଣିବାକୁ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ‘ସାର୍ବଜନୀନ ପରୀକ୍ଷା (ଅନୁପଯୁକ୍ତ ଉପାୟର ନିବାରଣ) ସଂଶୋଧନ…