Tag: Annual Income

Annual Income Limit for Landless Families: ଜମିହୀନ ପରିବାରଙ୍କୁ ବଡ଼ ଆଶ୍ୱସ୍ତି, ସରକାରୀ ଜମି ଆବଣ୍ଟନ ପାଇଁ ଆୟ ସୀମା ବୃଦ୍ଧି

ଓଡ଼ିଶାରେ ବାସହୀନ ଓ ଜମିହୀନ ପରିବାରଙ୍କ ପାଇଁ ବଡ଼ ଆଶ୍ୱସ୍ତି । ଘରଡିହ ନଥିବା ପରିବାରଙ୍କୁ ସରକାରୀ ଜମି ଆବଣ୍ଟନ କରିବା କ୍ଷେତ୍ରରେ ବାର୍ଷିକ ଆୟ ସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆୟ ସୀମା ୧ ଲକ୍ଷ ଟଙ୍କା…