ତାଜା ଖବର ରାଜ୍ୟ Hyva Truck Drags Ambulance in BBSR: ନାଲକୋ ଛକରେ ଦୁର୍ଘଟଣା: ଆମ୍ବୁଲାନ୍ସକୁ ୫୦ ମିଟର ଘୋଷାଡ଼ି ନେଲା ହାଇୱା November 17, 2026 Papirani ରାଜଧାନୀ ଭୁବନେଶ୍ୱରର ନାଲକୋ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଏକ ହାଇୱା ଟ୍ରକ୍ ଆମ୍ବୁଲାନ୍ସକୁ ଧକ୍କା ଦେଇ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକ ଆହତ ହୋଇଛନ୍ତି। ଆହତ ଚାଳକଙ୍କୁ…