Tag: Ama Bus

CRUT Issues Travel Advisory: ମାଷ୍ଟରକ୍ୟାଣ୍ଟିନ୍ ରୁଟ୍‌ରେ ପରିବର୍ତ୍ତନ, ବିକଳ୍ପ ରାସ୍ତାରେ ଚାଲିବ ଆମ ବସ୍: CRUT

ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅନଲାଇନ ଗାଡ଼ି ଚାଳକ ସଂଘର ଆନ୍ଦୋଳନ ହେତୁ ସାଧାରଣ ପରିବହନ ସେବା ପ୍ରଭାବିତ ହୋଇଛି। ସେହି ରାସ୍ତାରେ ଯାଉଥିବା ‘ଆମ ବସ୍‌’କୁ ପଥର ମାଡ଼ କରି ଭାଙ୍ଗି ଚୁରମାର କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ…

Ama Bus accident in Kataka: କଟକରେ ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍‌’

କଟକରେ ଦୁର୍ଘଟଣା ଘଟାଇଲା ଆମ ବସ୍। ବାଦାମବାଡ଼ି ଥାନା ମଲାଚଣ୍ଡିଆ ଛକରେ ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍‌’ । ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଏସ୍‌ସିବି…

Ama Bus Accident: ଭୁବନେଶ୍ବରରେ ‘ଆମ ବସ୍’ ଦୁର୍ଘଟଣାରେ ବାଇକ୍‌ ଆରୋହୀ ଗୁରୁତର

ପୁଣି ରାଜଧାନୀରେ ଦୁର୍ଘଟଣା ଘଟାଇଲା ଆମ ବସ୍ । ଭୁବନେଶ୍ବର ଶ୍ରୀୟା ଛକରେ ଆମ ବସ୍ ଦୁର୍ଘଟଣାରେ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବାଇକ୍‌ ଆରୋହୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା…

Diesel Ama Buses To Be Scrapped Soon: ରାସ୍ତାରୁ ହଟିବ ଡିଜେଲ୍‌ ଚାଳିତ ଆମ ବସ୍‌: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

ଏଣିକି ରାସ୍ତାରୁ ହଟିବ ଡିଜେଲ୍‌ ଚାଳିତ ଆମ ବସ୍‌ । ଡିଜେଲ୍‌ ଚାଳିତ ‘ଆମ ବସ୍‌’ ହଟେଇବାକୁ ସରକାରଙ୍କ ନିଷ୍ପତ୍ତି ନିଆଯାଇଛି । ଏ ନେ଼ଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ଏଣିକି…

Ama Bus Accident: ଆମ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

ପୁଣି ରାଜଧାନୀରେ ଜୀବନ ନେଲା ଆମ ବସ୍ । ବାଣୀବିହାର, ସତସଙ୍ଗ ବିହାର ଛକରେ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଆମ ବସ୍ । ଆମ ବସ୍ ମାଡିଯିବାରୁ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଏନେଇ ସେଠାରେ…

ଆମ ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ

ପୁରୀ କଣାସ ନିକଟରେ ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣିଲେ ଯୁବକ । ହରଷପଡାରୁ ସତ୍ୟବାଦୀ ଶୁକଳକୁ ଯାଉଥିବା ଆମ ବସରେ ଯାତ୍ରୀଙ୍କୁ ଆକ୍ରମଣ । ଏହି ଆକ୍ରମଣରେ ୪ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ…

ଆଜିଠୁ ‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

‘ଆମ ବସ୍‌’ ଡ୍ରାଇଭର ଶନିବାର ଦିନ ଠାରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି । ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିବା କଥା । ୪୨ ଦିନ ହେବ ଦରମା ମିଳି ନଥିବାରୁ ଡ୍ରାଇଭରଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି…

ଗଡ଼ିଲା ଆଉ ୪୦ଟି ନୂତନ ଇ-ବସ୍‌; ଓଡ଼ିଶାକୁ ୪୦୦ ଇ-ବସ୍ ଯୋଗାଇବେ କେନ୍ଦ୍ର ସରକାର

ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ରୋକିବା ସହ ସାଧାରଣ ପରିବହନ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ରାଜ୍ୟର ସହରାଞ୍ଚଳରେ ଇଲେକ୍ଟ୍ରିକ ବସ୍‌ ସେବାକୁ ତ୍ୱରାନ୍ୱିତ କରୁଛନ୍ତି ରାଜ୍ୟ ସରକାର । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି…

ରାଜ୍ୟର ଆଉ ୮ ସହରକୁ ମିଳିବ ‘ଆମ ବସ୍‌’ ସେବା

ରାଜ୍ୟର ଆଉ ୮ ସହରକୁ ଆମ ବସ ସେବା ଯୋଗାଇ ଦିଆଯିବ ବୋଲି କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ତରଫରୁ ସୂଚନା ମିଳିଛି । କ୍ରୁଟର ୪୯ତମ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର,…