ଖେଳ ତାଜା ଖବର India vs New Zealand ODI: ଚତୁର୍ଥ ଦିନିକିଆରେ ଭାରତର ଲଜ୍ଜାଜନକ ପରାଜୟ: ନ୍ୟୁଜିଲାଣ୍ଡ ଠାରୁ ୨୪୪ ରନରେ ହାରିଲା ଟିମ୍ ଇଣ୍ଡିଆ November 13, 2026 Papirani ଚତୁର୍ଥ ଦିନିକିଆରେ ଭାରତୀୟ କ୍ରିକେଟ୍ ଦଳକୁ ଏକ ବଡ଼ ଏବଂ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଶୁକ୍ରବାର ଦିନ ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ୍ରେ ଖେଳାଯାଇଥିବା ଏହି ମୁକାବିଲାରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ୨୪୪ ରନ୍ର ବିଶାଳ ବ୍ୟବଧାନରେ ପରାସ୍ତ…