ବିହାର : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରଲୋକ । ଗତ ୬ ମାସ ହେଲା ସେ କର୍କଟ  ରୋଗରେ ଆକ୍ରାନ୍ତ ସୁଶୀଲ ମୋଦିଙ୍କର ୭୨ ବର୍ଷ ବୟସରେ ପରଲୋକ ହୋଇଛି ।ବିହାର ରାଜନୀତିରେ ବିଜେପିର ଜଣେ ଟାଣୁଆ ନେତା ସୁଶୀଲ ମୋଦି । ସେ ୫ ଜାନୁଆରି ୧୯୫୨ରେ ପାଟନାରେ ଜନ୍ମଗ୍ରହଣ କରିଥିଲେ । ୨୦୦୪ରେ ଲୋକସଭା ଓ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ସୁଶୀଲ ମୋଦୀଙ୍କର ସୋମବାର ଦିଲ୍ଲୀ ଏମ୍ସ ହସ୍ପିଟାଲରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୭୨ ବର୍ଷୀୟ ବିଜେପି ନେତା କର୍କଟ ରୋଗରେ ପୀଡ଼ିତ ଥିଲେ।

 

By SonaliP

Leave a Reply

Your email address will not be published. Required fields are marked *