ଗିରଫ ହେଲେ ଚୌଦ୍ବାର ମଣ୍ଡଳ କାରାଗାର ଅଧୀକ୍ଷକ ସୁଜିତ କୁମାର ରାଉଳ। ଚୌଦ୍ବାର ଜେଲ୍ରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହେବା ଏବଂ ଜେଲ୍ର ମିନିଟ୍ ବୁକ୍ ଗାୟବ ହେବା ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଛି। ଓଡ଼ିଶା ହାଇକୋର୍ଟରେ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା। ତଦନ୍ତରେ ସହଯୋଗ ନ କରିବା ଏବଂ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗରେ ଚୌଦ୍ବାର ଥାନା ପୋଲିସ ତାଙ୍କୁ ଗିରଫ କରିଛି । Post navigation Odisha T20 League Begins: ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬; ବାରବାଟୀ ଷ୍ଟାଡିଅମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ