ଓଡ଼ିଶା ନିର୍ବାଚନ ଆୟୋଗଙ୍କ ବଡ଼ ବୈଠକ ଅନୁଷ୍ଠିତ। ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ନେଇ ସମସ୍ତ ଜିଲ୍ଲାପାଳଙ୍କ ସହ ଭିସିରେ ନିର୍ବାଚନ ଆୟୋଗଙ୍କ ସହ ଆଲୋଚନା ପାଇଁ ବୈଠକ ହୋଇଛି। ପ୍ରସ୍ତାବିତ ଘରକୁ ଘର ସର୍ବେକ୍ଷଣ, ନୂତନ ବୁଥ୍ ୱାରି ଭୋଟର ତାଲିକା ପ୍ରସ୍ତୁତି ଏବଂ ତୃଣମୂଳସ୍ତରରେ ଭୋଟରଙ୍କ ତଥ୍ୟ ଯାଞ୍ଚ ସମ୍ପର୍କରେ ଏଥିରେ ବିସ୍ତୃତ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *