sahadev-murder-case-prime-accused-arrested/
ମୁନିସିପାଲିଟି ସଫେଇ ମଜଦୁର ସଂଘର ସମ୍ପାଦକ ସହଦେବ ନାୟକଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଓରଫ ସୁଶାନ୍ତକୁ ମଞ୍ଚେଶ୍ୱର ପୋଲିସ କଟକ କାନପୁରରୁ ଗିରଫ କରିଛି ।
 
ସୁଶାନ୍ତ ହତ୍ୟାକାଣ୍ଡ ପରେ ରସୁଲଗଡ଼-ବାଣୀବିହାର ଓଭରବ୍ରିଜର ମୁଖ୍ୟ ରାସ୍ତାରେ ନିଜ ବାଇକ୍‌ ଛାଡି ପଳାଇଥିଲା ।
 
କିଛି ଦିନ ତଳେ ଏହି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରମା ନାୟକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲା । ଏହି ମାମଲାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରିଛି ପୋଲିସ ।

By Nirvay

Leave a Reply

Your email address will not be published. Required fields are marked *