ବିଜେଡିର ନୂଆ ପ୍ୟାନେଲିଷ୍ଟ ଟିମ ଘୋଷଣା ହୋଇଛି । ଏହି ପ୍ୟାନେଲିଷ୍ଟ ଟିମ୧୬ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ପ୍ୟାନେଲିଷ୍ଟ ଟିମରେ ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁବାସ ସିଂ, ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା, ଗୌତମବୁଦ୍ଧ ଦାସ, ସରଦା ଜେନା, ଲତିକା ପ୍ରଧାନ, ମିହିର ରାୟ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ସୋଫିଆ ଅଲାମ, ଇରାନୀ ରାୟ, ବିଶ୍ବପ୍ରତାପ ସାହୁ ଏବଂ ଅରୁଣ ଶ୍ରୀଚନ୍ଦନ ପ୍ରମୁଖ ଅଛନ୍ତି ।

Leave a Reply

Your email address will not be published. Required fields are marked *