ଦିଲ୍ଲୀ-ଏନସିଆର ରେ ଏକାଧିକ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ ; ଦିଲ୍ଲୀ-ଏନସିଆର ଏକାଧିକ ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ସ୍କୁଲରେ ବୋମା ଥିବା ନେଇ ଇମେଲ୍ ଆସିବା ପରେ ବିଭିନ୍ନ ସ୍କୁଲରେ ଆତଙ୍କ ଖେଳି ଯାଇଛି । ଆଜି ସକାଳେ ଏହି ଧମକ ପାଇଥିବା ବିଦ୍ୟାଳୟମାନଙ୍କ ମଧ୍ୟରେ ଚାଣକ୍ୟପୁରୀର…

ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଞ୍ଚ କଲା ଫ୍ଲାଇଙ୍ଗ ସ୍କ୍ବାର୍ଡ

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିଚ୍ କ୍ରାଫ୍ଟ -୨୦୦କୁ ଯାଞ୍ଚ କଲା ଫ୍ଲାଇଙ୍ଗ ସ୍କ୍ବାର୍ଡ । ମାଲକାନଗିରିର ମିଶ୍ରଣ ପର୍ବକୁ ଯାଉଥିବାବେଳେ ତାଙ୍କ ବିମାନ ଯାଞ୍ଚ ହୋଇଥିବା ଜଣା ପଡ଼ିଛି । ତେବେ କେଉଁ କାରଣରୁ ତାଙ୍କ ବିମାନ ଯାଞ୍ଚ ହୋଇଥିଲା ତାହା…

ଆକ୍ସନ ମୋଡରେ ରାଜ୍ୟ ବିଜେପି,ଘନ ଘନ ଆସୁଛନ୍ତି କେନ୍ଦ୍ରୀୟ ନେତା

ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳ ଚଞ୍ଚଳ ବିଜେପି ଶିବିର। ରାଜ୍ୟରେ ପଦ୍ମ ଫୁଟାଇବା ପାଇଁ ଓଡ଼ିଶାକୁ ଘନ ଘନ ଆସୁଛନ୍ତି କେନ୍ଦ୍ର ନେତୃମଣ୍ଡଳୀ। ପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହା, ତାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଉ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ…

ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ କଡ଼ା ଜବାବ ଦେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନ ପାଣ୍ଡିଆନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି ମୋ ବିରୋଧରେ ଯଦି ଆରୋପ ଆସିଛି ତେବେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ବିରୋଧରେ…

ଆଜିବି ଜାରି ରହିବ ତାତି,୧୧ ଜିଲ୍ଲାକୁ ରେଡ୍ ଆଲର୍ଟ

ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ଖରା। ଆକାଶରୁ ଖରା ତ ନୁହଁ ଯେପରି ନିଆଁ ବର୍ଷା ହେଉଛି । ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି…

ପହିଲାରୁ କମିଲା ଗ୍ୟାସ ଦର

ମଇ ମାସ ପହିଲାରୁ ବଦଳିଲା ଗ୍ୟାସ ଦର।କମିଲା ଗ୍ୟାସ ଦର । ୧୯ କେଜି କମର୍ସିଆଲ LPG ସିଲିଣ୍ଡର ଦାମ୍‌ ୧୯ ଟଙ୍କା କମିଲା।ତୈଳ ମାର୍କେଟିଂ କମ୍ପାନୀଗୁଡିକ ଲଗାତାର ଦ୍ୱିତୀୟ ମାସ ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି ।ନୂତନ…

ବିଶ୍ବର ଦ୍ୱିତୀୟ ଉତ୍ତପ୍ତ ସହର ଓଡ଼ିଶାର ବାରିପଦା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅସହ୍ୟ ତାତି । ପ୍ରବଳ ଖରା ଓ ଗୁଳୁଗୁଳିରେ କଲବଲ ହେଉଛି ସାରା ଓଡ଼ିଶା । ବିଶ୍ୱର ୧୦ଟି ଉତ୍ତପ୍ତ ସ୍ଥାନ ମଧ୍ୟରେ ରହିଛି ଓଡ଼ିଶାର ୩ ସହର । ବିଶ୍ବରେ ସବୁଠାରୁ…

ବିଜେପି ସରକାର ଆସିଲେ ବି ବନ୍ଦ ହେବନି BSKY, ମିଳିବ ଡବଲ ଲାଭ

ବିରୋଧୀଙ୍କୁ ମୁହଁ ତୋଡ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର BSKY ବନ୍ଦ କରିବାକୁ ଚାହୁଁଛନ୍ତି , ସେ ବିକାଶ ବିରୋଧୀ, ଓଡ଼ିଆ ଲୋକଙ୍କ ମଙ୍ଗଳ ଚାହୁଁ ନାହାନ୍ତି କହି ବହୁଦିନ ଧରି ବିରୋଧୀ ଅପପ୍ରଚାର କରି ଆସୁଥିଲେ। କିନ୍ତୁ…

ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଟିମ: ରୋହିତ ଶର୍ମା ଅଧିନାୟକ

ମୁମ୍ବାଇ : ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ୍‌ ୨ରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ଜଣିଆ ଭାରତୀୟ…

ବିଜେଡି ଛାଡିଲେ ସୁରେନ୍ଦ୍ର ଓ ଭାଗିରଥୀ

ବିଜେଡିରୁ ଇସ୍ତଫା ଦେଇଛନ୍ତି କାକଟପୁରର ପୂର୍ବତନ ବିଧାୟକ ବିଧାୟକ ସୁରେନ୍ଦ୍ର ସେଠୀ । ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବାର…