ତାଜା ଖବର ରାଜ୍ୟ Khandagiri–Udayagiri Light & Sound Show: ଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା September 27, 2026 Papirani
ତାଜା ଖବର ରାଜ୍ୟ Mann Ki Baat: ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’: ମୋଦିଙ୍କ ଜନ ଭାଗିଦାରୀ ଆହ୍ବାନକୁ ଆହୁରି ବ୍ୟାପକ କରିବାକୁ ମନମୋହନ ସାମଲଙ୍କ ପରାମର୍ଶ September 27, 2026 Papirani
ତାଜା ଖବର ରାଜ୍ୟ Khandagiri–Udayagiri Light & Sound Show: ଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା September 27, 2026 Papirani
ତାଜା ଖବର ରାଜ୍ୟ Mann Ki Baat: ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’: ମୋଦିଙ୍କ ଜନ ଭାଗିଦାରୀ ଆହ୍ବାନକୁ ଆହୁରି ବ୍ୟାପକ କରିବାକୁ ମନମୋହନ ସାମଲଙ୍କ ପରାମର୍ଶ September 27, 2026 Papirani
ତାଜା ଖବର ରାଜନୀତି ରାଜ୍ୟ PCC President Targets Election Commission: ନିର୍ବାଚନ କମିଶନଙ୍କ ନାମରେ ଏକ ଦଲାଲକୁ ଅବସ୍ଥାପିତ କରାଯାଇଛି: ଭକ୍ତ ଦାସ September 27, 2026 Papirani
ତାଜା ଖବର ଦେଶ ରାଜନୀତି Delhi Slap Row: ଦିଲ୍ଲୀରେ ରାସ୍ତା କାମ ନିରୀକ୍ଷଣ ବେଳେ ଯୁବକଙ୍କୁ ମନ୍ତ୍ରୀଙ୍କ ଚାପୁଡ଼ା ଅଭିଯୋଗ: ବିଜେପି ଓ ଆପ୍ ମଧ୍ୟରେ ଘନେଇଲା ରାଜନୀତି September 27, 2026 Papirani
ତାଜା ଖବର ରାଜ୍ୟ No Meeting Day on Mondays: ସୋମବାରକୁ ‘ଅଣ ବୈଠକ ଦିବସ’ ଘୋଷଣା କଲେ ରାଜ୍ୟ ସରକାର September 27, 2026 Papirani
ରାଜ୍ୟ ଫେବୃଆରୀ ୧୦ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି February 8, 2025 Nirvay ଆଗାମୀ ଫେବୃଆରୀ ୧୦ ତାରିଖ (ସୋମବାର) ଦିନ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା…
ଦେଶ ରାଜନୀତି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମୋଦିଙ୍କ ସମ୍ବୋଧନ; କହିଲେ ଆପ୍ଦାରୁ ମୁକ୍ତ ହେଲା ଦିଲ୍ଲୀ February 8, 2025 Nirvay ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିବା ପରେ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ସମ୍ବୋଧନ ଦେଇ ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଶେଷରେ ଆପ୍ଦାରୁ…
ରାଜ୍ୟ ଅଧିକ ଚିକିତ୍ସା ପାଇଁ ଏୟାରଲିଫ୍ଟ ହେବେ ଅଭିନେତା ଉତ୍ତମ ମହାନ୍ତି: ବାବୁସାନ February 8, 2025 Nirvay ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଆଇୟିୟୁରେ ଚିକିତ୍ସାଧୀନ ଅଛନ୍ତି । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଗୁରଗାଓଁର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯିବା ନେଇ…
ଦେଶ ରାଜନୀତି ରାଜ୍ୟ ଦିଲ୍ଲୀରେ ବିଜୟ ପରେ ବୈଜୟନ୍ତ ଧନ୍ୟବାଦର ପାତ୍ର ବୋଲି କହିଲେ ମନମୋହନ February 8, 2025 Nirvay ଦିଲ୍ଲୀ ବିଜୟ ପରେ ଭାଜପା ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲ ବୈଜୟନ୍ତ ପଣ୍ଡା ଧନ୍ୟବାଦର ପାତ୍ର ବୋଲି କହିଛନ୍ତି । କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପସଭାପତି ଭାବେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି ।…
ରାଜ୍ୟ ୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର, ଅନ୍ତୋଦୟ ଗୃହ ଯୋଜନାରେ ମିଳିବ ପକ୍କା ଘର February 8, 2025 Nirvay ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନ୍ତୋଦୟ ଗୃହ ଯୋଜନାର ନିୟମକୁ କୋହଳ କରିବା ସହ ଆଗାମୀ ୩ବର୍ଷରେ ୨.୨୫ଲକ୍ଷ…
ଦେଶ ରାଜନୀତି ଅରବିନ୍ଦ କେଜ୍ରିୱାଲ, ମନିଷ ସିସୋଡିଆ ପରାଜିତ; ବାଜି ମାରିଲେ ଆତିଶୀ February 8, 2025 Nirvay ଦିଲ୍ଲୀରେ ଆପ୍ ର ବିଜୟ ଧାରାର ଅନ୍ତ ଘଟାଇ ବିଜେପି ଦିଲ୍ଲୀରେ ଏକ ଐତିହାସିକ ବିଜୟ ଆଡ଼କୁ ଗତି କରୁଛି । ନୂଆଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା ପରାସ୍ତ କରିବା ପରେ ଆପ୍ ପାଇଁ ସବୁଠାରୁ ବଡ଼…
ରାଜ୍ୟ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତି ଗୁରୁତର February 8, 2025 Nirvay ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତି ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଥିବା ସୂଚନା ମିଳିଛି…
ଦେଶ ରାଜନୀତି ଦିଲ୍ଲୀରେ ୨୭ ବର୍ଷ ପରେ ପୁଣି ବିଜେପି ସରକାର ! କେଜ୍ରିୱାଲଙ୍କ ଶୀଷମହଲ ଭାଙ୍ଗି ଚୁରମାର February 8, 2025 Nirvay ଆଜି, ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ କ୍ଷମତାକୁ ଫେରିବାକୁ ଯାଉଛି । ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ନୂଆଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପରଭେଶ୍ ବର୍ମା ଆଗୁଆ ରହିଛନ୍ତି । ୨୩୮ ଖଣ୍ଡ ଭୋଟ୍ରେ ପଛୁଆ ରହିଛନ୍ତି ଅରବିନ୍ଦ କେଜ୍ରିୱାଲ…
ରାଜ୍ୟ ଗ୍ରେଟର ଭୁବନେଶ୍ୱର ପାଇଁ ପ୍ରସ୍ତୁତି ଆରମ୍ଭ; ୪ଟି ସହରକୁ ନେଇ ଗଠନ ହେବ ନୂଆ ଅର୍ଥନୈତିକ ଅଞ୍ଚଳ February 7, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଲୋକସେବା ଭବନରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ଯୋଜନାଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଗ୍ରେଟର ଭୁବନେଶ୍ୱର ପାଇଁ ଟ୍ୱିନ ସିଟି-ଭୁବନେଶ୍ୱର ଓ କଟକ, ପୁରୀ…
ରାଜ୍ୟ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାରେ ଗଞ୍ଜେଇ ଚାଷର ମୂଳପୋଛ February 7, 2025 Nirvay ରାଜ୍ୟରୁ ବେଆଇନ ନିଶା କାରବାରକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ଅଣ୍ଟା ଭିଡିଛି ଓଡିଶା ପୋଲିସ । ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି ପୋଲିସ । ଏ ନେଇ ସବୁ ଜିଲ୍ଲାର ଏସପିଙ୍କୁ…