ଅଣସର ଘରେ ଶ୍ରୀଜିଉ, ଅଲାରନାଥଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ June 15, 2022 ନିର୍ଭୟ ମିଡ଼ିଆ : ପୁରୀ : ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର । ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ଅଣସର ନୀତି । ପୂଜା ପାଉଛନ୍ତି…
ପୁଣି ଡରାଇଲାଣି କରୋନା, ଚତୁର୍ଥ ଲହର ସଙ୍କେତ ନୁହେଁ ତ ? June 15, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଚତୁର୍ଥ ଲହର ନେଇ ଆସୁଛି କି ଶତାବ୍ଦୀର ସଂକ୍ରମଣ ? ଦୈନିକ ସଂକ୍ରମଣ ହାରରେ ବୃଦ୍ଧି ପରେ ଏବେ କରୋନା ମହାମାରୀକୁ ନେଇ ଚିନ୍ତା ଦ୍ୱିଗୁଣିତ ହୋଇଛି । ଦିଲ୍ଲୀ, ମହାରାଷ୍ଟ୍ରରେ କୋଭିଡ ମାମଲା ଉଦବେଗ…
୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ! June 15, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଓଡ଼ିଶା କେବେ ଛୁଇଁବ ମୌସୁମୀ ବାୟୁ । ତାହାକୁ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏହି କଳ୍ପନାଜଳ୍ପନାର ସମାପ୍ତି ଘଟିଛି । ଆଉ ୪୮ ଘଣ୍ଟା ଭିତରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଥିବା…
୧୦୪ ଘଣ୍ଟା ସାପ ଓ ବେଙ୍ଗ ସହ ଥିଲେ ରାହୁଲ, ତଥାପି ବିଚଳିତ ହୋଇନଥିଲେ June 15, 2022 ଏଜେନ୍ସୀ : ଛତିଶଗଡ଼ : ରାହୁଲକୁ ଉଦ୍ଧାର ସମୟର ଟିକିନିଖି ତଥ୍ୟ ଜିଲ୍ଲାପାଳଙ୍କ ଠାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ । ଉଦ୍ଧାର ବେଳେ ବୋର୍ୱେଲ୍ ଭିତରେ ଏକ ସାପ ଏବଂ ଏକ ବେଙ୍ଗ ମଙ୍ଗ ରାହୁଲ ସହ ଥିଲା ବୋଲି…
ଅଧିକ ଦିନ ଲିଭ୍-ଇନରେ ରହିବା ବିବାହ ସହ ସମାନ: ସୁପ୍ରିମକୋର୍ଟ June 14, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଆଜିକାଲି ଅଧିକାଂଶ ଦମ୍ପତି ବିବାହ କରିବା ବଦଳରେ ଲିଭ-ଇନରେ ରହିବା ପାଇଁ ପସନ୍ଦ କରନ୍ତି। ଦୀର୍ଘ ଦିନ ଧରି ଲିଭ-ଇନରେ ରହି ପରସ୍ପରକୁ ଜାଣିବା ପରେ କିଛି ବିବାହ ପାଇଁ ନିଷ୍ପତ୍ତି ନିଅନ୍ତି ତ ଆଉ…
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ June 14, 2022 ନିର୍ଭୟ ମିଡ଼ିଆ : ଆଠଗଡ଼ : ୮ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତାହାତୀ । ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନରସିଂହପୁର…
ବାୟୁ ପ୍ରଦୂଷଣ ପାଇଁ ୫ ବର୍ଷ କମିଛି ଭାରତୀୟଙ୍କ ଆୟୁ, ଦିଲ୍ଲୀବାସୀଙ୍କର ୧୦ ବର୍ଷ, ଲକ୍ଷ୍ନୌରେ ୯.୫ ବର୍ଷ June 14, 2022 ଏଜେନ୍ସୀ : ନୂଆଦିଲ୍ଲୀ : ମାନବ ଜୀବନ ପାଇଁ ସବୁଠୁ ବଡ଼ ସଙ୍କଟ ଭାବେ ଉଭା ହୋଇଛି ବାୟୁ ପ୍ରଦୂଷଣ । ମଦ୍ୟପାନ, ଧୂମପାନଠାରୁ ଆହୁରି ଭୟଙ୍କର ହେଉଛି ଏହି ପ୍ରଦୂଷଣ । ଯେଉଁ କାରଣରୁ ଲୋକଙ୍କ ଆୟୁ ହ୍ରାସ ପାଇବାରେ…
ପ୍ରବଳ ବର୍ଷା, ଆସାମରେ ମାଟି ଅତଡା ଖସି ୪ ମୃତ June 14, 2022 ଏଜେନ୍ସୀ : ଗୌହ୍ୱାଟୀ : ଆସାମର ରାଜଧାନୀ ଠାରୁ ଅଳ୍ପଦୂରରେ ଥିବା ନିଜାରପୁର ଅଞ୍ଚଳରେ ମଙ୍ଗଳବାର ଦିନ ଏକ ଦୁଃଖଦ ଘଟଣା କ୍ରମରେ ମାଟି ଅତଡା ମଧ୍ୟରେ ଦବି ଯାଇ ୪ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି । ଲଗାଣ ବର୍ଷାରେ ସମଗ୍ର…
ଆରମ୍ଭ ହେଲା ଅଗ୍ନିପଥ ଯୋଜନା, ୪ ବର୍ଷ ପାଇଁ ସେନାରେ ଭର୍ତ୍ତି ହେବେ ‘ଅଗ୍ନିବୀର’ June 14, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଦୁଇ ସପ୍ତାହ ତଳେ ତିନି ସେନାର ମୁଖିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସୈନିକ ଭର୍ତ୍ତି ପ୍ରକ୍ରିୟା ପାଇଁ ‘ଅଗ୍ନିପଥ‘ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । କମ ଅବଧି ପାଇଁ ସୈନିକ ନିଯୁକ୍ତି ନିମନ୍ତେ…
ଜଣଙ୍କ ପଟ୍ଟା ଜମି ଅନ୍ୟ ଜଣଙ୍କ କବଜାରେ June 14, 2022 ନିର୍ଭୟ ମିଡ଼ିଆ : ଫୁଲବାଣୀ : ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ । ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ଜାଗା ଖାଲି କରୁନି ଜବରଦଖଲକାରୀ । ଖାଲି କରିବାକୁ କହିଲେ ଓଲଟା ଧମକ ଦେଉ ଥିବା…