ଉତ୍ତରାଖଣ୍ଡ କଂଗ୍ରେସରେ ହାଇଡ୍ରାମା; ୩ ନେତା ଏଏପିରେ ସାମିଲ July 12, 2022 ଏଜେନ୍ସୀ : ଡେରାଡୁନ୍ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ହାଇଡ୍ରାମା । ମହାରାଷ୍ଟ୍ରର ହାଇଡ୍ରାମା ପରେ ଗୋଆ କଂଗ୍ରେସ କଳି ପଦାକୁ ଆସିଥିଲା । ଏବେ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ସମାନ ଚିତ୍ର ।…
ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ପଶିଲା ଭିଜିଲାନ୍ସ July 12, 2022 ନିର୍ଭୟ ମିଡ଼ିଆ : ଢେଙ୍କାନାଳ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ସବ୍ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆଜି ସକାଳେ ଦୁଷ୍ମନ୍ତଙ୍କ ଢ଼େଙ୍କାନାଳ…
ଅଟୋ ଓ ବାଇକ ଉପରେ ମାଡ଼ିଗଲା କାର୍; ୩ ଚାରା ବ୍ୟବସାୟୀ ମୃତ, ୬ ଆହତ July 12, 2022 ନିର୍ଭୟ ମିଡ଼ିଆ : ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍ ଅଟୋ ଓ ବାଇକକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…
ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ; ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ହେବ ରସଗୋଲା ଭୋଗ July 12, 2022 ନିର୍ଭୟ ମିଡ଼ିଆ : ପୁରୀ : ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ । ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଏହି ଅବସରରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗି ହେବାର ବିଧି ରହିଛି । ଗତକାଲି…
ବର୍ଷା ଦିନେ ଜଳ ସଙ୍କଟରେ ରେଲିକୁମ୍ଭା ଗ୍ରାମବାସୀ July 11, 2022 ନିର୍ଭୟ ମିଡ଼ିଆ : କୋରାପୁଟ : ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ୟ୍ୟକଳାପ…
୨୦୨୨ ନଭେମ୍ବର ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ July 11, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଲୋକସଂଖ୍ୟା ଦୃଷ୍ଟିରୁ ଖୁବଶୀଘ୍ର ଚୀନକୁ ଅତିକ୍ରମ କରିବ ଭାରତ । ୨୦୨୨ ଶେଷ ସୁଦ୍ଧା ଭାରତ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ୧ ନମ୍ବର ଦେଶ ହେବ । ଏନେଇ ମିଳିତ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି…
ନୂତନ ସଂସଦ ଭବନରେ ଶୋଭା ପାଇବ ବ୍ରୋଞ୍ଜର ଅଶୋକ ସ୍ତମ୍ଭ July 11, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀରେ ନୂତନ ସଂସଦ ଭବନର ଛାତ ଉପରେ ନ୍ୟାସନାଲ ଏମ୍ବଲେମ୍କୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭର ଏହି କଳାକୃତି ନୂତନ ସଂସଦ ଭବନର ମୁଖ୍ୟ ଲବିର କେନ୍ଦ୍ର…
ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ July 11, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି। ମହାରାଷ୍ଟ୍ର, ଗୁଜରାଟଠୁ ନେଇ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଓ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ପର୍ୟ୍ୟନ୍ତ ବହୁ ରାଜ୍ୟରେ ବିପର୍ୟ୍ୟୟ ଆଣିଛି ବର୍ଷା। ମୂଷଳ…
ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ‘ଶାରଳା ବସ୍’ July 11, 2022 ନିର୍ଭୟ ମିଡ଼ିଆ : ପିପିଲି : ପୁରୀ ଜିଲ୍ଲା ସାତଶଙ୍ଖଠାରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଛି । ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସାତଶଙ୍ଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି…
ପ୍ରକାଶ ପାଇଲା ଜେଇଇ (ମେନ୍) ରେଜଲ୍ଟ July 11, 2022 ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରକାଶ ପାଇଛି ଜେଇଇ (ମେନ୍) ରେଜଲ୍ଟ । ନ୍ୟାସନାଲ ଟେଷ୍ଟି ଏଜେନ୍ସି ପକ୍ଷରୁ ଜେଇ (ମେନ୍) ସେସନ-୧ ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷା ଜୁନ ୨୩ରୁ ୨୯ ମଧ୍ୟରେ ହୋଇଥିଲା । ଛାତ୍ରଛାତ୍ରୀମାନେ…