ରାତି ସାରା ଧାରଣାରେ ବସିଲେ ବିଧାୟକ August 30, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଦୁର୍ନୀତି ବନାମ ଦୁର୍ନୀତି । ଚାଲିଛି ଦୋଷ ଲଦାଲଦି । ଭାଜପାକୁ ଟାର୍ଗେଟ୍ କରୁଛି ଆମ୍ଆଦମୀ ପାର୍ଟି । ସେପଟେ ଭାଜପା ମଧ୍ୟ ଆପ୍କୁ ମାରୁଛି ବାଣ । ଦୁର୍ନୀତି ପ୍ରସଙ୍ଗକୁ ନେଇ ଦିଲ୍ଲୀ ବିଧାନସଭା…
କଂଗ୍ରେସ ସଭାପତି ରେସ୍ରେ ଶଶି ଥରୁର! August 30, 2022 ଏଜେନ୍ସୀ : ନୂଆଦିଲ୍ଲୀ : କିଏ ହେବ କଂଗ୍ରେସର ନୂଆ ମୁଖିଆ? କାହା ହାତରେ ରହିବ ଦେଶର ସର୍ବପୁରାତନ ଦଳର ଦାୟିତ୍ୱ? ଏଥର ଜଣେ ଅଣ-ଗାନ୍ଧି ହେବେ କି ଦଳର ସଭାପତି? ଏନେଇ କଂଗ୍ରେସର ଶୀର୍ଷ ସ୍ତରରେ ବିତର୍କ ଚାଲିଛି ।…
ସିଆ ଧର୍ମଗୁରୁଙ୍କ ସନ୍ୟାସ ଘୋଷଣା ପରେ ଉତ୍ତେଜନା, ୧୫ ମୃତ August 30, 2022 ଏଜେନ୍ସୀ : ବାଗଦାଦ୍ : ଇରାକ୍ରେ ସ୍ଥିତି ଅଣାୟତ । ଦେଖାଦେଇଛି ଅରାଜକତା ସ୍ଥିତି । ଇରାକର ପ୍ରଭାବଶାଳୀ ସିୟା ଧର୍ମଗୁରୁ ମୁକ୍ତଦା-ଅଲ୍-ସଦର ସୋମବାର ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିବା ପରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଅଲ୍-ସଦରରଙ୍କ…
ଏସଡିପିଓ ଦେଲେ ପ୍ରତିଶ୍ରୁତି, ୬ ଘଣ୍ଟା ପରେ ମୁକୁଳିଲେ ଥାନା ଅଧିକାରୀ August 30, 2022 ନିର୍ଭୟ ମିଡିଆ : ବଲାଙ୍ଗିର : ପ୍ରାୟ ୬ ଘଣ୍ଟା ଅଟକ ରହିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ମୁକୁଳିଲେ ଥାନା ଅଧିକାରୀ ଓ ଅଭିଯୁକ୍ତଙ୍କ ପରିବାର । ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଅଟକମାନଙ୍କୁ ରାତି ପ୍ରାୟ…
ଓଡ଼ିଶାରେ ମର୍ଡର କରି ସୁରତରେ ଲୁଚିଥିଲା, ୫ ବର୍ଷ ପରେ ବନ୍ଧା ହେଲା August 30, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଓଡ଼ିଶାରେ ହତ୍ୟାକାଣ୍ଡ ଭିଆଇଥିବା ଅପରାଧୀ ୫ ବର୍ଷ ଧରି ଫେରାର ହେବା ପରେ ବାନ୍ଧିଛି ଗୁଜରାଟର ସୁରତ କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତଜଣକ ଗଞ୍ଜାମ ଜିଲ୍ଲାର କାର୍ତ୍ତିକ ପରିଡ଼ା ବୋଲି ଜଣାପଡ଼ିଛି । ଓଡ଼ିଶାରେ…
୨ ମାସ ପରେ ଜେଲ୍ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ August 30, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପାଖାପାଖି ୨ ମାସ ପରେ ଜେଲରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ଅର୍ଦ୍ଧେନ୍ଦୁଙ୍କୁ ଦୁଇ ଦିନ ତଳେ ହାଇକୋର୍ଟରୁ ଜାମିନ ମିଳିଥିବା ବେଳେ ଗତକାଲି ସେ ଝାରପଡ଼ା ଜେଲ୍ରୁ ମୁକୁଳିଛନ୍ତି ।…
ବ୍ରିଜ ଉପରେ ସ୍କୁଟି, ଚାଳକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ August 30, 2022 ନିର୍ଭୟ ମିଡ଼ିଆ : ଆଠଗଡ଼ : ପୁଣି ମହାନଦୀ ମୁଣ୍ଡଳି ବ୍ରିଜରେ ଘଟିଲା ଅଘଟଣ । ବ୍ରିଜ ଉପରେ ସ୍କୁଟି ଥୋଇ ଜଣେ କେହି ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ବ୍ରିଜ ଉପରେ ଏକ ସ୍କୁଟି ଓ ଚପଲ…
୨ ହାତୀ ଆଖି ବୁଜିବା ଘଟଣା; ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ August 30, 2022 ନିର୍ଭୟ ମିଡ଼ିଆ : କେନ୍ଦୁଝର : କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଫାର୍ମ ହାଉସରେ ଗଛ ଲତା ଟାଣି ଖାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗତ ୨୪ ତାରିଖ ରାତିରେ ଆଖି ବୁଜିଥିଲେ ୨…
ଜ୍ଞାନବ୍ୟାପୀ ଭଳି କୃଷ୍ଣ ଜନ୍ମଭୂମିର ବି ହେବ ସର୍ଭେ August 29, 2022 ଏଜେନ୍ସୀ : ଲକ୍ଷ୍ନୌ : ବାରାଣସୀର ଜ୍ଞାନବ୍ୟାପୀ ମସଜିଦ ପରେ ଏବେ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମିର ମଧ୍ୟ ସର୍ଭେ ହେବ। ଭିଡିଓଗ୍ରାଫି ଜରିଆରେ ଏହାର ସର୍ଭେ କରାଯିବ। ଏନେଇ ଆଜି ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୪ ମାସ ଭିତରେ ସର୍ଭେ…
ଦେଢ ଲକ୍ଷର ବହୁରୂପୀ ଏଣ୍ଡୁଅ; ଡିଲ୍ କରି ଧରା ପଡ଼ିଲେ ଜେଜେ ଓ ନାତି August 29, 2022 ନିର୍ଭୟ ମିଡିଆ : ଭୁବନେଶ୍ୱର : ଦେଢ଼ ଲକ୍ଷରେ ବହୁରୂପୀ ଏଣ୍ଡୁଅ ବିକ୍ରି ପାଇଁ ବନ ବିଭାଗ ସହ ଫୋନରେ ଫାଇନାଲ ହେଲା ଡିଲ୍ । ମାତ୍ର ଏଣ୍ଡୁଅ ବିକ୍ରି କରିବାକୁ ଆସି ବନ ବିଭାଗ ହାବୁଡ଼ରେ ପଡ଼ିଗଲେ ଜେଜେ ଓ…