୨୮ରେ ଏସଆଇଟି ବୈଠକ; ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ତାଲିକା ମାଗିଲା

ଆସନ୍ତା ୨୮ ତାରିଖରେ କଟକରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ବୈଠକ ବସିବ। ବୈଠକ ପୂର୍ବରୁ ଭିଜିଲାନ୍ସକୁ ଏସଆଇଟି ତଥ୍ୟ ମାଗିଥିବା ସୂଚନା ମିଳିଛି। ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ବାସଭବନରେ ବୈଠକ ହେବ। ଶ୍ରୀ ପଶାୟତଙ୍କୁ ଏସଆଇଟିର ଉପାଧ୍ୟକ୍ଷ ଭାବେ ନିଯୁକ୍ତି…

ଆସନ୍ତା ଅଧିବେଶନରେ ପୋଲାଭରମ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ

ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ପୋଲଭରମ ପ୍ରକଳ୍ପ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ। ଅଧିବେଶନ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରତିକ୍ରିୟା ରଖିଛନ୍ତି।…

ଜାମୁ କାଶ୍ମୀରରେ ଆତଙ୍କବାଦୀଙ୍କ ହମଲା; ଜଣେ ଯବାନ ସହିଦ 

ଜମ୍ମୁ ଓ କଶ୍ମୀରର ଉଦ୍ଧମପୁର ଜିଲ୍ଲାର ଡୁଡୁ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଆତଙ୍କବାଦୀଙ୍କ ଗୁଳିରେ ସିଆରପିଏଫର ଜଣେ ଇନ୍ସପେକ୍ଟର ସହିଦ ହୋଇଛନ୍ତି। ସୂଚନା ମୁତାବକ; ଡୁଡୁ ପୁଲିସ୍ ଷ୍ଟେସନଠାରୁ ପ୍ରାୟ ୮ କିଲୋମିଟର ଦୂରରେ ସିଆରପିଏଫର…

ପ୍ରଧାନମନ୍ତ୍ରୀ ଆବାସ ପାଇଁ ମିଳିବ ୧ ଲକ୍ଷ ୮୦ ହଜାର 

ଗୃହ ଏବଂ ସହରାଞ୍ଚଳ ଗରିବ ଲାଘବ ମନ୍ତ୍ରଣାଳୟ ଦ୍ଵାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ…

ଆଖି ବୁଜିଲା ଚନ୍ଦକା ଅଭୟାରଣ୍ୟର ସବୁଠୁ ବଡ଼ ଦନ୍ତା ‘ରାମୁ’

ଆଖି ବୁଜିଲା ଚନ୍ଦକା ଡମପଡ଼ା ଅଭୟାରଣ୍ୟର ସବୁଠୁ ବଡ଼ ଦନ୍ତା ‘ରାମୁ’ । ବିଦ୍ୟୁତ ଆଘାତରେ ଜୀବନ ଯାଇଥିବା ସନ୍ଦେହ । ବିଦ୍ୟୁତ୍ ବିଭାଗ ଠାରୁ ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗ ଆସି ପହଞ୍ଚି ମୃତଦେହ ଜବତ କରିଛି…

ନବୀନ ନିବାସରେ ପାଳନ କରାଗଲା ରକ୍ଷା ବନ୍ଧନ; ନବୀନଙ୍କ ହାତରେ ବାନ୍ଧିଲେ କୁନି କୁନି ଝିଅମାନେ ରାକ୍ଷୀ

ଛୋଟ ଛୋଟ ସ୍କୁଲ ପିଲା ନବୀନଙ୍କ ହାତରେ ବାନ୍ଧିଲେ ରାକ୍ଷୀ ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ୫୦୦ ରୁ ଅଧିକ ଭଉଣୀମାନେ 

ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅ ମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ଆସନ୍ତା ବର୍ଷରୁ ଫେରିବ କଲେଜ ଛାତ୍ର ସଂସଦ ନିର୍ବାଚନ

ଆସନ୍ତା ବର୍ଷରୁ କଲେଜ ଛାତ୍ର ସଂସଦ ନିର୍ବାଚନ। ଏ ନେଇ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ…

ବିଧାନସଭାର ଦ୍ବିତୀୟ ଅଧିବେଶନରେ ଆସିବ ସୁଭଦ୍ରା ଯୋଜନାର SOP

ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ଦ୍ବିତୀୟ ଅଧିବେଶନ । ଏହି ଅଧିବେଶନରେ ଆସିବ ସୁଭଦ୍ରା ଯୋଜନାର SOP ବୋଲି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳାଙ୍କ ସୁରକ୍ଷା ପାଇଁ ହୋଇଛି ସୁଭଦ୍ରା ଯୋଜନା ।ବିଧାନସଭା ଚାଲିବାକୁ…

ରାକ୍ଷୀପୂର୍ଣ୍ଣିମା ଅବସରରେ ମହିଳାଙ୍କ ସୁରକ୍ଷା ପାଇଁ ସଂକଳ୍ପ ନେବାକୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି

ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ରକ୍ଷାବନ୍ଧନର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି,‘ଭଉଣୀ-ଭାଇଙ୍କ ମଧ୍ୟରେ ପ୍ରେମ ଓ ବିଶ୍ବାସର ପର୍ବ ହେଉଛି ରକ୍ଷାବନ୍ଧନ। ଏହି ପର୍ବ ସମସ୍ତ ଭଉଣୀ…