ଶିଶୁଙ୍କୁ ଦୁଷ୍କର୍ମ ଅଭିଯୋଗର ପ୍ରତିବାଦ କରିଥିବା ୪୦ ବିକ୍ଷୋଭକାରୀ ଗିରଫ

ମହାରାଷ୍ଟ୍ର ଥାଣେର ଏକ ସ୍କୁଲରେ ଦୁଇ ଶିଶୁଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ରେଳ ଧାରଣାରେ ରେଳ ଅଟକାଇ ହଜାର ହଜାର ଲୋକ ବିକ୍ଷୋଭ କରିଥିଲେ। ଏଥିସହ ପୋଲିସ ଉପରକୁ ପଥର ମାଡ ମଧ୍ୟ କରିଥିଲେ। ତେବେ ୩୦୦ ବିକ୍ଷୋଭକାରୀଙ୍କ ବିରୁଦ୍ଧରେ ମାମଲା…

୨ ଦିନିଆ ପୋଲାଣ୍ଡ ଗସ୍ତରେ ଗଲେ ମୋଦି

୨ ଦିନିଆ ପୋଲାଣ୍ଡ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୫ ବର୍ଷ ଭିତରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ପୋଲାଣ୍ଡ ଗସ୍ତ। ପୋଲାଣ୍ଡରେ ୨ ଦିନିଆ ଗସ୍ତ ସାରି ୟୁକ୍ରେନ ଯିବେ ମୋଦି। ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରଜେ ସେବାଷ୍ଟିଆନ୍…

ଦ୍ବିତୀୟ ଥର ଶକ୍ତିକାନ୍ତ ଦାସଙ୍କୁ ସେଣ୍ଟ୍ରାଲ ବ୍ୟାଙ୍କର୍‌ ଭାବେ ଏ ପ୍ଲସ ରେଟିଂ

ଦ୍ବିତୀୟ ଥର ପାଇଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୀର୍ଷ ସେଣ୍ଟ୍ରାଲ ବ୍ୟାଙ୍କର ଭାବେ ଚୟନ ହୋଇଛନ୍ତି । ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ ତାଙ୍କୁ ଏ ପ୍ଲସ ରେଟିଂ ମିଳିଛି । ମୁଦ୍ରାସ୍ପିତି ନିୟନ୍ତ୍ରଣ, ଆର୍ଥିକ…

ବାହାରିଲା ସମାଧାନର ସୂତ୍ର; ପଶ୍ଚିମବଙ୍ଗରୁ ଆସିବ ଆଳୁ

ଓଡ଼ିଶାକୁ ଆଳୁ ଯୋଗାଣ ଲାଗି ସମାଧାନର ସୂତ୍ର ବାହାରିବା ପରେ ଏବେ ସ୍ୱାଭାବିକ ହେବ ଦର। ବ୍ୟବସାୟୀଙ୍କ ଧର୍ମଘଟ ପରେ ନଇଁଲେ ପଶ୍ଚିମବଙ୍ଗ ସରକାର। ଆଜି ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଓଡିଶା ପହଞ୍ଚିବ। ଆଇଗିଣିଆରେ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ…

ବିଷାକ୍ତ ମଦ ପିଇ ଜଣେ ମୃତ, ୧୫ ଗୁରୁତର

ଗଞ୍ଜାମ ଜିଲ୍ଲା ଚିକିଟିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଷାକ୍ତ ଓ ନକଲି ମଦ ପିଇ ୧୫ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜେନାପୁର ଅଞ୍ଚଳର ଜୁର ବେହେରା। ୧୪ ଜଣ ବ୍ରହ୍ମପୁରସ୍ଥିତ…

ବରିଷ୍ଠ ସାମ୍ବାଦିକ ଅନୀଲ ପ୍ରସାଦ ମିଶ୍ରଙ୍କ ପରଲୋକ

ବରିଷ୍ଠ ଫଟୋ ଜର୍ନାଲିଷ୍ଟ ତଥା ଇଷ୍ଟର୍ନ ପ୍ରେସ ଏଜେନ୍ସିର ମୁଖ୍ୟ ସମ୍ପାଦକ ଅନୀଲ ପ୍ରସାଦ ମିଶ୍ର(୬୩)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସେ ଓଡ଼ିଶାରେ ଅନେକ ଫଟୋ ଜର୍ନାଲିଷ୍ଟଙ୍କ ଭବିଷ୍ୟତ ଗଢିଛନ୍ତି। ସେ ଅନେକ ପ୍ରମୁଖ ଖବରକାଗଜ ସହ ମଧ୍ୟ ଜଡିତ…

ଘର ଘର ବୁଲି ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନା କରି ସଦସ୍ୟ ଗ୍ରହଣ କରିବ ବିଜେପି

ଭାରତୀୟ ଜନତା ପାର୍ଟିର ବିଚାରଧାରା ହିଁ ଦଳକୁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ବୋଲି ପରିଚୟ ଦେଇଥାଏ। ଦେଶର ପୁନଃନିର୍ମାଣ ପାଇଁ ବିଜେପି ସର୍ବଦା ଉଦ୍ୟମରତ। ସେଥିପାଇଁ ଆସନ୍ତା ସେପ୍ଟେମ୍ବର ୧ରୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ। ରାଜ୍ୟରେ…

ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ଯ ବୀମା ୨୦ ଲକ୍ଷକୁ ବୃଦ୍ଧି ସହ ବାପା-ମା’ଙ୍କୁ ସାମିଲ ଦାବି

ବିଧାନସଭାରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପାଇଁ ଦାବି ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସାମ୍ବାଦିଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ରାଶି ୨୦ ଲକ୍ଷ ଟଙ୍କା କରିବା ସହ ଏଥିରେ ବାପା-ମା’ଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି।…

ମୁଁ ସୁସ୍ଥ: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିବା ବେଳେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ଓରାମ ଟ୍ୱିଟ କରି କହିଛନ୍ତି ଡେ଼ଙ୍ଗୁରୁ ସୁସ୍ଥ…

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଖୋଲିଲା ଆଉ ଏକ ଟନେଲ୍

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆଉ ଏକ ଟନେଲ୍ ଖୋଲିଲା । ପୁରୁଣାକଟକରୁ ଛାରିଛକକୁ ସଂଯୋଗ କରୁଥିବା ସିଙ୍ଗାନିବିଡ଼ାରେ ଏହି ଟନେଲ ଖୋଲିଛି। ପୂର୍ବତଟ ରେଳପଥ ସିଇଓଙ୍କ ଉପସ୍ଥିତିରେ ୭ ନମ୍ବର ଟନେଲ ଖୋଲିଛି। ୭ ନମ୍ବର ଟନେଲର ଦୂରତା ପ୍ରାୟ ୨ କିଲୋମିଟର…