LPG Price Hike: ମହଙ୍ଗା ହେଲା ଘରୋଇ ଏବଂ ବାଣିଜ୍ୟିକ LPG ସିଲିଣ୍ଡର

ଶନିବାର ଦିନ ସାରା ଭାରତରେ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି, ଯାହା ପରିବାର ଏବଂ ବ୍ୟବସାୟ ଉପରେ ଆର୍ଥିକ ବୋଝ ବଢ଼ାଇ ଦେଇଛି । ତୈଳ ବିପଣନ କମ୍ପାନୀଗୁଡ଼ିକ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା…

Rajya Sabha Elections: ଦିଲୀପ ରାୟଙ୍କ ସୂଚନା; ରାଜ୍ୟସଭା ନିର୍ବାଚନ ନେଇ ଅମିତ ଶାହଙ୍କ ସହ ଆଲୋଚନା

ଭୁବନେଶ୍ୱରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ ପରେ ଦିଲୀପ ରାୟ ବଡ଼ ସୂଚନା ଦେଇଛନ୍ତି । ରାଜ୍ୟସଭା ନିର୍ବାଚନ ନେଇ ନିର୍ବାଚନୀ ରଣନୀତି ଉପରେ ବୈଠକରେ ଆଲୋଚନା ହୋଇଛି ବୋଲି ଦିଲୀପ ରାୟ କହିଛନ୍ତି । ଦିଲୀପ…

Rajya Sabha Elections: ପିଏମଓ ନଜରରେ ରାଜ୍ୟସଭା ନିର୍ବାଚନ

ନିର୍ଭୟ ମିଡିଆ : ନୂଆଦିଲ୍ଲୀ ଓଡ଼ିଶାର ୪ ଆସନ ପାଇଁ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ । ମନୋନୟନ ପତ୍ର ଦାଖଲ ସରିଛି । ଭାଜପା ପକ୍ଷରୁ ମନମୋହନ ସାମଲ ଏବଂ ସୁଜିତ କୁମାର, ଭାଜପା ସମର୍ଥନରେ ସାଧୀନ ପ୍ରାର୍ଥୀ ଦିଲୀପ…

Rs 3,275 Crore Projects In Odisha: ୩୨୭୫ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

ଆଜି ଏକ ଦିବସୀୟ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ସମବାୟ କ୍ଷେତ୍ର ଏବଂ ଜାତୀୟ ସୁରକ୍ଷା ସହିତ…

Sensational War Coverage: ୪ ସପ୍ତାହ ପାଇଁ ଟିଭି ରେଟିଂ ସସ୍‌ପେଣ୍ଡ

୪ ସପ୍ତାହ ପାଇଁ ଟିଭି ରେଟିଂ ସସ୍‌ପେଣ୍ଡ କଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଇସ୍ରାଏଲ-ଇରାନ୍ ଯୁଦ୍ଧର ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ମନ୍ତ୍ରାଳୟର ପଦକ୍ଷେପ । କିଛି ଟିଭି ଚ୍ୟାନେଲ୍ ଅଯଥା ଚାଞ୍ଚଲ୍ୟକର ଏବଂ ଅନୁମାନିକ ଖବର ପ୍ରସାରଣ…

Odisha Weather: ଆସନ୍ତାକାଲିଠୁ ୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଖରାରେ ଆସୁଛି ବର୍ଷା। ଆସନ୍ତାକାଲିଠୁ ୯ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା । ସେଥିପାଇଁ କାଲି ପାଇଁ ୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି…

Sulphuric Acid Plant At IFFCO Paradeep: ଇଫ୍‌କୋ ସଲ୍‌ଫୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍‌ଘାଟନ କଲେ ଅମିତ ଶାହ; ଧନ୍ୟବାଦ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଇଫ୍‌କୋ ସଲ୍‌ଫୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍‌ଘାଟନ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ୭୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଦୈନିକ ୨ ହଜାର ଟନ୍ ସଲଫ୍ୟୁରିକ୍ ଏସିଡ୍ ଉତ୍ପାଦନ କରିବ। ଫଳରେ ୫୦…

BJP Issues Whip: ମାର୍ଚ୍ଚ ୯ ଓ ୧୦ ପାଇଁ ଲୋକସଭା ସାଂସଦମାନଙ୍କୁ ହ୍ୱିପ୍ ଜାରି କଲା ବିଜେପି

ଆସନ୍ତା ୯ ଓ ୧୦ ତାରିଖ ପାଇଁ ବିଜେପି ସଂସଦୀୟ ଦଳର ହ୍ବିପ୍ । ସମସ୍ତ ଲୋକସଭା ସାଂସଦ ଉପସ୍ଥିତ ରହିବାକୁ ହ୍ବିପ୍ ଜାରି କରାଯାଇଛି । ଉପସ୍ଥିତ ରହି ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ବାଚସ୍ପତି…

Odisha BJP Meeting: ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ କରିବେ ଶାହ

ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଦିନିକିଆ ଓଡ଼ିଶା ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଶାହ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଗସ୍ତ ସମୟରେ ଦଳର ରାଜ୍ୟ ସଂଗଠନକୁ ରଣନୈତିକ…

Social Media Ban: କର୍ଣ୍ଣାଟକରେ ପିଲାଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ୍ ମିଡିଆ

କର୍ଣ୍ଣାଟକରେ ୧୬ ବର୍ଷରୁ କମ୍ ଶିଶୁଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ । ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ଉପରେ ସୋସିଆଲ ମିଡିଆ ବ୍ୟବହାରକୁ ନେଇ କଟକଣା ଲାଗୁ କରିବାକୁ ଘୋଷଣା କରାଯାଇଛି। ଦେଶରେ ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ…