ମାର୍ଚ୍ଚ ୧୦ରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ମାର୍ଚ୍ଚ ୧୦ରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ନାରୀ ନିର୍ଯାତନାକୁ ବିରୋଧ କରି ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେବ କଂଗ୍ରେସ । ଏନେଇ ଆଜି ସୂଚନା ଦେଇଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ସେ କହିଛନ୍ତି ଆସନ୍ତା ୧୦ ତାରିଖରେ…

ଗିରଫ ହେଲେ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି; ମିଳିଲା ପୁଳା ପୁଳା ଟଙ୍କା

ଗିରଫ ହେଲେ କୋଟିପତି ବାବୁ । କଟକ ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଭୁବେନଶ୍ୱର, ଖୋର୍ଦ୍ଧା କଟକ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା ।ଚଢାଉବେଳେ ପ୍ରଦୀପ…

ମଟନରେ ଗୋମାଂସ ମିଶାଇ ବିକ୍ରି ଘଟଣା: ସିଲ ହେଲା ପୁରୀ ସତ୍ୟବାଦୀର ଜୟା ହୋଟେଲ

ସିଲ ହେଲା ପୁରୀ ସତ୍ୟବାଦୀର ଜୟା ହୋଟେଲ । ମଟନ୍ ପାଇଁ ପୁରୀର ବେଶ୍ ଫେମସ୍ ରହିଥିବା ଜୟା ହୋଟେଲରେ ଗୋମାଂସ ମିଶାଇ ବିକ୍ରି କରୁଥିବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଆଜି ସକାଳୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜୟା…

୧୦ ଦଫା ଦାବି ନେଇ ରାଜଧାନୀରେ ପାଚିକା ସଂଘର ଗର୍ଜନ

ରାଜଧାନୀରେ ଲୋୟର ପିଏମଜିରେ ଶହ ଶହ ପାଚିକା ସଂଘ ମହିଳାଙ୍କ ଆନ୍ଦୋଳନ । ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ । ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ଆନ୍ଦୋଳନ କରିଛନ୍ତି । ୧୦ ଦଫା ଦାବି…

ବିଜୁ ଜନତା ଦଳରେ ଅସ୍ତିତ୍ବ ସଂକଟ

ବିକୁ ପରିବାର ଅବଧାରଣା (କନ୍‌ସେପ୍ଟ)ରେ ଜନତା ଦଳକୁ ବିଭାଜିତ କରି ଜନ୍ମ ନେଇଥିଲା ବିଜୁ ଜନତା ଦଳ । ଏଥିପାଇଁ ବିଜୁଭକ୍ତ ନେତାମାନେ ନିଜନିଜର ଦକ୍ଷତା ଅପେକ୍ଷା ଭରସା କରିଥିଲେ ବିଜୁ ପୁତ୍ର ନବୀନଙ୍କ ଉପରେ । ନେତାମାନଙ୍କ ମଧ୍ୟରେ ପାରସ୍ପରିକ…

ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରରେ ହଟ୍ଟଗୋଳ;  ୧୨ଟା ଯାଏଁ ଗୃହ ମୁଲତବୀ

ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ଦେଖାଯାଇଛି ହଟ୍ଟଗୋଳ। ଅଧିବେଶନ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ତେବେ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ସେମାନେ ଶୁଣି ନଥିଲେ । ଫଳରେ ବାଚସ୍ପତି ବାଧ୍ୟ…

ନାରୀ ଅସୁରକ୍ଷିତ ଅଭିଯୋଗରେ ବିଧାନସଭା ପରିସରରେ କଂଗ୍ରେସର ବିକ୍ଷୋଭ

ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନର ଦିତ୍ୱୀୟ ପର୍ଯ୍ୟାୟ । ଏହା ଆସନ୍ତା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଗୃହ ବେଶ୍ ସରଗରମ ହେବାର ସମ୍ଭାବନା ରହିଥିବା ବେଳେ ବଜେଟ ଅଧିବେଶନ…

ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ହରିଶ ଟଣ୍ଡନ । ଜଷ୍ଟିସ୍ ଟଣ୍ଡନଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି । ଜଷ୍ଟିସ ହରିଶ ଟଣ୍ଡନ ଏବେ କୋଲକାତା ହାଇକୋର୍ଟର ବିଚାରପତି ଅଛନ୍ତି । ଜାନୁଆରୀ…

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ପଦରୁ ବିଦା ହେଲେ ମନ୍ଦାକିନୀ କର

ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଶ୍ରୀମତୀ ମନ୍ଦାକିନୀ କର ଏବଂ ୫ ଜଣ ସଦସ୍ୟ ଯଥା – ସସ୍ମିତା ନନ୍ଦ, ରୁବି ବିଶ୍ଵାଳ, ଜାଲିନା ପ୍ରିୟଦର୍ଶିନୀ,…

ଓଡ଼ିଶା ପୋଲିସର ଗୃପ ବି ପଦବୀ ପରୀକ୍ଷା ସ୍ଥଗିତ

ଆସନ୍ତା ୮ ଓ ୯ ତାରିଖରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ୱାରା ହେବାକୁ ଥିବା ପରୀକ୍ଷା ଅନିବାର୍ଯ୍ୟ କାରଣ ବଶତଃ ସ୍ଥଗିତ ହୋଇଛି । ଓଡ଼ିଶା ପୋଲିସର ଗୃପ ବି ପଦବୀ ନିମନ୍ତେ ମିଳିତ ନିଯୁକ୍ତି ପରୀକ୍ଷା ୨୦୨୫ର…