ରଜ ପର୍ବରେ ଯାଜପୁରରେ ଭୋଜି ମନା, କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନର ପରାମର୍ଶ

ରଜ ପର୍ବରେ ଯାଜପୁର ଜିଲ୍ଲାରେ ଭୋଜିକୁ ବାରଣ । ଜିଲ୍ଲାରେ କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନର ପରାମର୍ଶ ଦେଇଥିବା ଜଣାପଡ଼ିଛି। ରଜ ପର୍ବରେ ସାମୁହିକ ସମାବେଶ ବେଳେ ଭୋଜିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଜିଲ୍ଲାରେ ୮…

ରାଜଧାନୀରେ ଥିବା ଷ୍ଟାଇଲ ସୁ’ରେ ଚଢ଼ାଉ; ନକଲି ଜୋତା ଜବତ

ରାଜଧାନୀର ଥିବା ଷ୍ଟାଇଲ ସୁ’ରେ ଚଢ଼ାଉ । ଅଶୋକ ନଗରରେ ଥିବା ଷ୍ଟାଇଲ ସୁ’ରେ କ୍ରକ୍ସ ବ୍ରାଣ୍ଡ ଲଗାଇ ଚାଲିଥିଲା ନକଲି ଜୋତା ବିକ୍ରି ଯାହାକୁ ନେଇ ଚଢ଼ାଉ କରିଛି ପୁଲିସ୍ । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ନକଲି ଜୋତା…

ଯାଜପୁରରେ କଲେରା ପଜିଟିଭ ଚିହ୍ନଟ 

ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି କଲେରା ପଜିଟିଭ୍‌ ଚିହ୍ନଟ ରୋଗୀମାନଙ୍କ ଚିନ୍ତାର ବିଷୟ ପାଲଟିଛି । ଝାଡ଼ାବାନ୍ତି ଆକ୍ରାନ୍ତ ପରେ ଏବେ ଯାଜପୁରରେ କଲେରା ପଜିଟିଭ୍ ଚିନ୍ତା ବଢ଼ାଇଲାଣି । ଯାଜପୁରରେ ଝାଡ଼ାବାନ୍ତି ନେଇ ସ୍ବତନ୍ତ୍ର…

ଆଜି ପହିଲି ରଜ; ଉତ୍ସବମୁଖର ଗାଁରୁ ସହର

ଆସିଛି ଓଡ଼ିଆଙ୍କ ପାରମ୍ପାରିକ ଓ ଗଣପର୍ବ ରଜ । ଆଜି ପହିଲି ରଜ । ଯାହାକୁ ନେଇ ଉତ୍ସବମୁଖର ଗାଁଠୁ ସହର । ପହିଲି ରଜରେ ଚଳଚଞ୍ଚଳ ରହିଛି ଗାଁଠୁ ସହର । ପୋଡ଼ପିଠାର ମହକରେ ବାସୁଛି ଚତୁର୍ଦ୍ଦିଗ । ଜ୍ୟେଷ୍ଠ…

ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭରସେସନ୍ ଫି

ଗତ କିଛି ବର୍ଷ ମଧ୍ୟରେ କେବଳ ଫ୍ଲାଟ ନୁହେଁ, ଜମିର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହି ସମୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭର୍ସନ୍…

ମହିଳା ଅତ୍ୟାଚାର ବିରୋଧରେ ଯାଜପୁର ଠାରେ ବିଜେଡିର ବିଶାଳ ମହିଳା ଜନ ସମାବେଶ

ରାଜ୍ୟରେ ଗତ ଏକ ବର୍ଷରେ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ସରକାରଙ୍କ ବିଫଳତାକୁ ନେଇ ଯାଜପୁର ଠାରେ ଏକ ବିଶାଳ ମହିଳା ଜନ ଜାଗରଣ ଅଭିଯାନରେ ଆଜି ବିଜୁ ଜନତା ଦଳ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ବିଜେପି…

ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁଏ) ବୈଠକରେ ୩୮୭୮.୮୬ କୋଟି ଟଙ୍କାର ୧୭ଟି ନିବେଶ ପ୍ରକଳ୍ପକୁ ଅନୁମୋଦନ କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଜାରି ରଖିଛନ୍ତି । ୧୧ଟି ଜିଲ୍ଲାରେ…

ଡାଇରିଆ ପାଇଁ ଯାଜପୁର ଜିଲ୍ଲାରେ ଛୁଟି ବାତିଲ୍

ଡାଇରିଆ ଆତଙ୍କ ପରେ ଯାଜପୁର ଜିଲ୍ଲାରେ ଛୁଟି ବାତିଲ୍‌ । ଯାଜପୁରରେ ଝାଡାବାନ୍ତି ସ୍ଥିତି ଅଣାୟତ । ଜିଲ୍ଲାରେ ଗତ କିଛି ଦିନ ଧରି ବ୍ୟାପୁଥିବା ଡାଇରିଆ ଏବେ ମହାମାରୀର ରୂପ ନେଲାଣି । ଏହାକୁ ନଜରରେ ରଖି କାଲିଠୁ ୧୬…

କଟକ ଠାରେ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଆଜି ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ

ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୋଲିସକୁ ଆଜି ଏକ ବଡ ସଫଳତା ମିଳିଛି । ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ।ମାଓବାଦୀ କେସା…